ସୁପ୍ରିମକୋର୍ଟରେ ସେବିର ଅପିଲ; ୬୨ ହଜାର କୋଟି ଜମା ଲାଗି ସାହାରାକୁ ନିର୍ଦ୍ଦେଶ ଦିଆଯାଉ

ମୁମ୍ବାଇ: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ଏବଂ ସାହାରା ମାମଲାରେ ଆଉ ଏକ ନୂଆ ମୋଡ ଦେଖିବାକୁ ମିଳିଛି। ନିକଟରେ ସେବି ସାହାରା ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଅପିଲ କରିଛି। ସାହାରା ଗ୍ରୁପ ୬୨ ହଜାର କୋଟି ଟଙ୍କା ପଇଠ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେବି ନିବେଦନରେ କହିଛି। ନିବେଶକଙ୍କ ଏହି ରାଶି ସୁବ୍ରତ ରୟଙ୍କ କମ୍ପାନୀ ଉପରେ ରହିଥିବାଏହି ଏଜେନ୍ସି ଅଭିଯୋଗ କରିଛି। ସୁବ୍ରତ ଯଦି ଏହି ଅର୍ଥ ଜମା ନ କରନ୍ତି ତେବେ ତାଙ୍କୁ ହାଜତକୁ ନେବା ଲାଗି ଅନୁମତି ମିଳୁ। କୋର୍ଟ ୨୦୧୨ ଏବଂ ୨୦୧୫ରେ କହିଥିଲେ ଯେ, ସାହାରା ଗ୍ରୁପ ନିବେଶଙ୍କ ଅର୍ଥ ୧୫% ସୁଧ ସହିତ ଫେରାଉ। ଏହି ଅର୍ଥକୁ ସେବି ନିକଟରେ ଜମା ଦେବାକୁ ନିର୍ଦ୍ଦେଶ ରହିଥିଲା। ୮ ବର୍ଷ ପରେ ମଧ୍ୟ ସାହାରା ଗ୍ରୁପ ଏହି ନିର୍ଦ୍ଦେଶକୁ ପାଳନ କରିବା ଲାଗି ସକ୍ଷମ ହୋଇ ନ ଥିବା ଆବେଦନରେ କୁହାଯାଇଛି। ଏହି ମାମଲାରେ ପୂର୍ବରୁ ସୁବ୍ରତ ରୟ କିଛି ଦିନ ଜେଲରେ ରହିବା ପରେ ୨୦୧୬ରେ ଜାମିନରେ ବାହାରକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୦ ମୋବାଇଲ ଆମ୍ବୁଲାନ୍ସ ଦେଲା ହିରୋ

ନୂଆଦିଲ୍ଲୀ,୧୮।୪: ହିରୋ ମୋଟୋକର୍ପ ପକ୍ଷରୁ କରୋନା ଲଢେଇରେ ଯୋଗଦାନ ସ୍ବରୂପ ୬୦ ଫାଷ୍ଟ ରେସପଣ୍ଡର ମୋବାଇଲ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଗ୍ରାମାଞ୍ଚଳ ଏବଂ ଅପହଞ୍ଚ ଇଲାକାଗୁଡିକରେ...

ଲଟେରି ଉପରେ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ,୧୯-୧୨: ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସ୍‌ଟି ଲାଗି ନୀତି ନିର୍ଦ୍ଧାରଣ କରୁଥିବା ଜିଏସ୍‌ଟି ପରିଷଦ ବୈଠକରେ ବୁଧବାର ପ୍ରଥମଥର ଲାଗି ଭୋଟିଂ ହୋଇଥିବା ସାମ୍ନା ଆସିଛି।...

୮୨% କର୍ମଚାରୀଙ୍କ ପସନ୍ଦ ଓ୍ବାର୍କ ଫ୍ରମ୍‌ ହୋମ୍‌

ନୂଆଦିଲ୍ଲୀ,୩୧।୧: କୋଭିଡ-୧୯ ଯୋଗୁ ସରକାର ବିଭିନ୍ନ କଟକଣା ଜାରି କରିଥିଲେ। ବିଶେଷ କରି ଘରୋଇ ସଂସ୍ଥାଗୁଡିକୁ ଓ୍ବାର୍କ ଫର୍ମ ହୋମ ଜରିଆରେ କାର୍ଯ୍ୟ କରିବା ପାଇଁ କୁହାଯାଇଥିଲା।...

ବଢ଼ିଲା ରେପୋ ରେଟ୍‌, ଷ୍ଟକ୍‌ ବଜାର ତଳମୁହାଁ…

ନୂଆଦିଲ୍ଲୀ, ୪।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୁଧବାର ରେପୋ ରେଟ୍‌ରେ ୦.୪୦ ପ୍ରତିଶତ ବୃଦ୍ଧି ହୋଇ ଏହା ୪.୪୦ ପ୍ରତିଶତ କରାଯାଇଛି। ଗଭର୍ନର...

ଭାରତରେ ହେବ ଟେସ୍‌ଲା ଇ-କାର ପ୍ଲାଣ୍ଟ

ଭୁବନେଶ୍ୱର,୧୧।୧୦: ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଇ-ଯାନ ପ୍ରଚଳନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ନିକଟରେ ଏକ କର୍ମଶାଳାରେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ...

ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ:ସୀତାରାମନ

ନୂଆଦିଲ୍ଲୀ,୧୩-୧୨: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଗୁରୁବାର...

ଚାଇନାକୁ ପୁଣି ଝଟ୍‌କା: ବିଏସ୍‌ଏନ୍‌ଏଲ-ଏମ୍‌ଟିଏନ୍‌ଏଲ୍‌ ରଦ୍ଦ କଲା ୪ଜି ଟେଣ୍ଡର

ନୂଆଦିଲ୍ଲୀ,୧।୭: ଭାରତ ପୁଣି ଚାଇନାକୁ ଏକ ବଡ଼ ଝଟ୍‌କା ଦେଇଛି। ବୁଧବାର ବିଏସ୍‌ଏନ୍‌ଏଲ ଓ ଏମ୍‌ଟିଏନ୍‌ଏଲ୍‌ ସେମାନଙ୍କ ୪ଜି ଟେଣ୍ଡରକୁ ବାତିଲ କରିଦେଇଥିବା ଜଣାପଡ଼ିଛି। ଏବେ...

ରିଲାଏନ୍ସ ରିଟେଲରେ ନିବେଶ କରିବ ମୁବାଦଲା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଂଶବିଶେଷ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ରେ ଆବୁଧାବିର ମୁବାଦଲା ଇନ୍‌ଭେଷ୍ଟମେଣ୍ଟ କମ୍ପାନୀ ୬୨୪୭ କୋଟି ଟଙ୍କା ନିବେଶ କରିବ। ଏହାଦ୍ୱାରା ରିଲାଏନ୍ସ...

Advertisement
Archives

Model This Week