ଭୁବନେଶ୍ୱର,୧୬।୧: ବଢ଼ିଲା ଭଣ୍ଡାରିପୋଖରୀ ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ଅଡୁଆ। ସଂଜୀବ ମଲ୍ଲିକଙ୍କ ବିରୋଧରେ ତଦନ୍ତ କରିବାକୁ ଭଦ୍ରକ ଏସ୍ପି ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ SPଙ୍କୁ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ନିର୍ଦ୍ଦେଶ ଦେଇଛିା ୬ ବର୍ଷରେ ଏତେ ସମ୍ପତିର ଅଧିକାରୀ କିପରି ହେଲେ ସେନେଇ ହେବ ତଦନ୍ତ। ନିର୍ବାଚନୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା।