ଏହି ୫ ଜଣଙ୍କ ସାମ୍ନାରେ ମୁଣ୍ଡ ନୁଆଁନ୍ତି ସଲମାନ୍‌ ଖାନ୍‌: ଜଣଙ୍କୁ ମାନିଥାନ୍ତି ନିଜର ସବୁକିଛି  

ବଲିଉଡ୍‌ର ସୁପରଷ୍ଟାର ହେଉଛନ୍ତି ସଲମାନ୍‌ ଖାନ୍‌। ତାଙ୍କର ଲୋକପ୍ରିୟତା କାହାକୁ ଅଛପା ନାହିଁ। କିନ୍ତୁ ଫିଲ୍ମ ଦୁନିଆରେ ଏମିତି କିଛି ଲୋକ ରହିଛନ୍ତି ଯାହାଙ୍କୁ ସଲମାନ୍‌ ଫଲୋ କରିଥାନ୍ତି। ସଲ୍ଲୁ କେବଳ ୫ ଲୋକଙ୍କ ସାମ୍ନାରେ ମୁଣ୍ଡ ନୁଆଁଇ ଥାନ୍ତି। ଏମାନଙ୍କୁ ସେ ହୃଦୟରୁ ସମ୍ମାନ ମଧ୍ୟ କରିଥାନ୍ତି। ଏହି ୫ ଜଣ ହେଲେ ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ରଜନିକାନ୍ତ, ମିଥୁନ ଦା ଏବଂ ସନ୍ନି ଦେଓଲ।
ଧର୍ମେନ୍ଦ୍ର: ଧର୍ମେନ୍ଦ୍ର ହେଉଛନ୍ତି ସଲ୍ଲୁଙ୍କର ପ୍ରିୟ ଅଭିନେତା। ସେ ଧର୍ମେନ୍ଦ୍ରଙ୍କୁ ନିଜର ସବୁକିଛି ଭାବିଥାନ୍ତି। ଧର୍ମେନ୍ଦ୍ରଙ୍କ ସହ ସେ ଗୋଟିଏ ଫିଲ୍ମ ‘ପ୍ୟାର୍‌ କିୟା ତୋ ଧର୍‌ନା କ୍ୟା’ କରିସାରିଛନ୍ତି। ତେବେ ସଲମାନ୍‌ଙ୍କ ପାଇଁ ଧର୍ମେନ୍ଦ୍ର ଏହି ଫିଲ୍ମରେ କାମ କରିଥିଲେ ବୋଲି କୁହାଯାଏ। ସଲମାନ୍‌ ଧର୍ମେନ୍ଦ୍ରଙ୍କୁ ନିଜର ସବୁକିଛି ମାନିଥାନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ।
ଅମିତାଭ ବଚ୍ଚନ: ସଲମାନ୍‌ ଏବଂ ଅମିତାଭ ଏକତ୍ର ଅନେକ ସିନେମାରେ କାମ କରିସାରିଛନ୍ତି। ଏମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି। ଅମିତାଭ ସଲମାନ୍‌ଙ୍କୁ ଦେଖିବା ମାତ୍ରେ ତାଙ୍କୁ ଆଲିଙ୍ଗନ କରିଥାନ୍ତି। ସଲମାନ୍‌ ମଧ୍ୟ ଅମିତାଙ୍କୁ ସମ୍ମାନ କରିଥାନ୍ତି।
ରଜନୀକାନ୍ତ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଜନୀକାନ୍ତି। ସଲମାନ୍‌ ତାଙ୍କର ବହୁତ ସମ୍ମାନ କରନ୍ତି। ସେ ରଜନୀକାନ୍ତଙ୍କୁ ନିଜର ଦଦର୍ଶ ବୋଲି ମାନିଥାନ୍ତି।
ମିଥୁନ ଦା: ସଲମାନ୍‌ ମିଥୁନଙ୍କର ବହୁତ ନିକଟତର । ଏକ ସାକ୍ଷାତକାରରେ ସଲମାନ୍‌ ମିଥୁନଙ୍କ ସହ କାମ କରିବାକୁ ଚାହୁଁଥିବା ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ମିଥୁନ ଦା ମୋତେ ପୁଅ ପରି ଭାବନ୍ତି। ମିଥୁନ ଦା ମୋ ହୃଦୟର ନିକଟତର ବୋଲି ସଲମାନ କହିଥିଲେ।
ସନି ଦେଓଲ: ସନ୍ନି ଦେଓଲଙ୍କ କଥାରଖି ସଲମାନ୍‌ ଖାନ୍‌ ବବି ଦେଓଲଙ୍କୁ ଫିଲ୍ମ ‘ରେସ୍‌-୩’ରେ କାମ କରିବାର ସୁଯୋଗ ଦେଇଥିଲେ। ସଲମାନ୍‌ ସନ୍ନି ଦେଓଲଙ୍କୁ ବହୁତ ସମ୍ମାନ କରନ୍ତି। ସେ ତାଙ୍କୁ ବଡ଼ ଭାଇ ଭଳି ବ୍ୟବହାର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri