ଭୁବନେଶ୍ୱର,୨।୧୨: ବିଧାନସଭା ଶୂନ୍ୟକାଳରେ ଶାସକ- ବିରୋଧୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ବିରୋଧୀ ଦଳ ବିଧାୟକଙ୍କୁ କହିବାକୁ ସୁଯୋଗ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ବାଚସ୍ପତି ପାତରଅନ୍ତର କରି ଭାଜପା ବିଧାୟକଙ୍କୁ ଅଧିକ ସମୟ ଦେଉଥିବା ଅଭିଯୋଗ ହେଉଛି। ଏହି ଅଭିଯୋଗ ଆଣିଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ।
Dharitri – Odisha’s No.1 Odia Daily