ଭୁବନେଶ୍ୱର,୧୦।୫: ଓଡ଼ିଶାରେ ଉଡ଼ି ପାରିବନି ରକ ଡ୍ରୋନ୍। ଓଡ଼ିଶାର ବଡ଼ ଅନୁଷ୍ଠାନ ଉପରେ ଏହି ରକ୍ ଡ୍ରୋନ ଉଡ଼ି ପାରିବ ନାହିଁ। ଏହାକୁ ଦେଖିବା ମାତ୍ରେ ଖସାଇ ଦେବାକୁ ନିର୍ଦ୍ଦେଶ ରହିଛି। ଆଇନ ଶୃଙ୍ଖଳା ADGଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।
ଅନ୍ୟପକ୍ଷେ, ସାମରିକ ପ୍ରତିଷ୍ଠାନର ସୁରକ୍ଷା ଦ୍ବିଗୁଣିତ କରାଯାଇଛି। ବଡ଼ ଡ୍ୟାମ ଓ ସୁରକ୍ଷା ପ୍ରତିଷ୍ଠାନର ସୁରକ୍ଷାମକୁ ମଧ୍ୟ ବୃଦ୍ଧି କରାଯାଇଛି।