Categories: Video

Rita Sahu exudes confidence ahead of Bijepur bypolls | ମୋର କେହି ପ୍ରତିଦ୍ୱନ୍ଦୀ ନାହାଁନ୍ତି – ରୀତା ସାହୁ

With only a week let for Bijepur bypolls October 21, BJD candidate Rita Sahu has exuded confidence that she will leave all opposition way behind including the BJP and Congress. Watch Rita Sahu talk on DharitriLive discussing her election strategy.

ବିଜେପୁରରେ ନିର୍ବାଚନ ପ୍ରଚାର ସରଗରମ । ଗତ ୧୮ ମାସ ମଧ୍ୟରେ ବିଜେପୁର ଦେଖିବାକୁ ଯାଉଛି ତୃତୀୟ ନିର୍ବାଚନ। ମୈଦାନରେ ତିନି ପ୍ରମୁଖ ଦଳ ଥିବା ବେଳେ ବିଜେଡିର ପ୍ରାର୍ଥିନୀ ରୀତା ସାହୁଙ୍କ ଦୃଢୋକ୍ତି ଏହି ନିର୍ବାଚନ ଲାଗି ତାଙ୍କର କେହି ପ୍ରତିଦ୍ୱନ୍ଦୀ ନାହାଁନ୍ତି । ଲୋକଙ୍କ ମନ ଜିଣିବା ଲାଗି କ’ଣ ସବୁ ରଣନୀତି ପ୍ରସ୍ତୁତ କରିଛନ୍ତି ରୀତା ସାହୁ ସେ ନେଇ ଧରିତ୍ରୀ ଲାଇଭ୍ ସହ ଅଧିକ ଆଲୋଚନା କରିଛନ୍ତି ।