Categories: Video

ଶବଗୃହରେ ସୁଶାନ୍ତଙ୍କୁ ଦେଖି କାହିଁକି ରିୟା କହିଥିଲେ ସରି ବାବୁ ll Rhea said ‘Sorry Babu’ to Sushant at morgue

ଆଜିର ଏପିସୋଡରେ ଦେଖିବା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିବା ପରେ ଖୁବଶୀଘ୍ର ସାମ୍ନାକୁ ଆସିବ ମୃତ୍ୟୁ ପଛର ରହସ୍ୟ । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କେଉଁ ଚାଞ୍ଚଲ୍ୟକର ବୟାନ ଦେଲେ ତାଙ୍କ ପଡୋଶୀ । ଶବଗୃହରେ ସୁଶାନ୍ତଙ୍କୁ ଦେଖି କାହିଁକି ରିୟା କହିଥିଲେ ସରି ବାବୁ । ସାମ୍ନାକୁ ଆସିଲା ରିୟା ଓ ମହେଶ ଭଟ୍ଟଙ୍କ ହ୍ବାଟ୍ସଆପ୍ ମେସେଜ୍ । କଣ ସତରେ ସାରା ଓ କାର୍ତ୍ତିକଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଛି ।