Categories: Video

ଖୋର୍ଦ୍ଧାରେ କଡା କଟକଣା

ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ଶଟଡାଉନ କରାଯିବା ସହ ପୋଲିସ ପକ୍ଷରୁ ଚେକିଂ ବି କରାଯାଉଛି । ଲୋକମାନେ ଏହାକୁ ନେଇ କେତେ ଦୂର ମାନୁଛନ୍ତି ଚାଲନ୍ତୁ ଦେଖିବା ଏହି ଭିଡ଼ିଓରେ ।