ଟୟୋଟା ପକ୍ଷରୁ ରେସ୍‌ପେକ୍ଟ ପ୍ୟାକେଜ

ନୂଆଦିଲ୍ଲୀ, ୧୩।୯ : ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଏହାର ବହୁ ପ୍ରତୀକ୍ଷିତ କମ୍ପାକ୍ଟ ଏସ୍‌ୟୁଭି ସେଗ୍‌ମେଣ୍ଟ ଅନ୍ତର୍ଗତ ଅଲ୍‌ ନିୟୁ ଟୟୋଟା ଅର୍ବାନ କ୍ରୁଏଜରର ବୁକିଂରେ ଗ୍ରାହକଙ୍କ ଉସତ୍ାହକୁ ଦୃଷ୍ଟିରେ ରଖି ରେସ୍‌ପେକ୍ଟ ପ୍ୟାକେଜର ଘୋଷଣା କରାଯାଇଛି। ଟୟୋଟା କଷ୍ଟମର ଫାଷ୍ଟ ଫିଲୋସୋପି ଅନ୍ତର୍ଗତ କମ୍ପାନୀ ପକ୍ଷରୁ ଏଭଳି ଯୋଜନା ଆରମ୍ଭ କରାଯାଇଛି। ଟୟୋଟା ଉତ୍ପାଦ ଉପରେ ଗ୍ରାହକଙ୍କୁ କମ୍ପାନୀ ପକ୍ଷରୁ ‘ଏ ନୋ କଷ୍ଟ ପରିୟଡିକ୍‌ ମେଣ୍ଟନାନ୍ସ’ ସେବା ୨ବର୍ଷ ପାଇଁ ପ୍ରଦାନ କରାଯାଉଛି। ଏ ସମ୍ପର୍କରେ ଟୟୋଟା କିଲୋସ୍କର ମୋଟର ସେଲସ ଆଣ୍ଡ ସର୍ଭିସ ବରିଷ୍ଠ ଉପସଭାପତି ନବୀନ ସୋନୀ କହିଛନ୍ତି ଯେ, ଟୟୋଟା ଅର୍ବାନ କ୍ରୁଏଜରର ଓପନିଂ ବୁକିଂ ଯୋଗୁ ଆମେ ବେଶ୍‌ ଉତ୍ସାହୀ। ରେସ୍‌ପେକ୍ଟ ପ୍ୟାକେଜ ମାଧ୍ୟମରେ ଗ୍ରାହକଙ୍କ ପ୍ରତି କୃତଜ୍ଞତା ଜାହିର କରିବା ସହ ସେମାନଙ୍କୁ ଟୟୋଟା ପରିବାରକୁ ସ୍ବାଗତ କରିପାରିବୁ। ଏହି ନୂତନ ଅର୍ବାନ କ୍ରୁଜର ଏସ୍‌ୟୁଭିରେ ୪ସିଲିଣ୍ଡର ବିଶିଷ୍ଟ ଶକ୍ତିଶାଳୀ କେ ସିରିଜ ୧.୫ ଲିଟର ଇଞ୍ଜିନ ରହିଛି। ଏହା ଉଭୟ ମାନୁଆଲ ଓ ଅଟୋମେଟିକ ଟ୍ରାନ୍ସମିଶନରେ ମଧ୍ୟ ଉପଲବ୍ଧ ହେଉଛି। ଏଥିରେ ନୂତନ ଫିଚର ସହ ଅତ୍ୟାଧୁନିକ ଜ୍ଞାନକୌଶଳ, ସରଞ୍ଜାମ, ଆକର୍ଷଣୀୟ ମଡେଲ ଓ କଲର ଭଳି ବୈଶିଷ୍ଟ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନିଟାଇଜର,ଭେଣ୍ଟିଲେଟର ରପ୍ତାନି ବନ୍ଦ

ନୂଆଦିଲ୍ଲୀ,୨୫-୩: ସମସ୍ତ ପ୍ରକାରର ସାନିଟାଇଜର ଏବଂ ଭେଣ୍ଟିଲେଟର ରପ୍ତାନିକୁ ତୁରନ୍ତ ଭିତ୍ତିରେ ବନ୍ଦ କରିବାକୁ କେନ୍ଦ୍ର ସରକାର ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। କରୋନା ବ୍ୟାପୁଥିବାରୁ ଏହାକୁ...

ପ୍ରମୁଖ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ୫.୨% ହ୍ରାସ

ନୂଆଦିଲ୍ଲୀ,୧-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବରରେ ପ୍ରମୁଖ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ହାର ୫.୨% ହ୍ରାସ ଘଟିଛି। ଗତ ବର୍ଷ...

ରାସ୍ତା ଏବେ ବି ଆହ୍ବାନପୂର୍ଣ୍ଣ

ନୂଆଦିଲ୍ଲୀ: ପରୋକ୍ଷ ଟିକସ ବ୍ୟବସ୍ଥାରେ ଐତିହାସିକ ସୁଧାର କୁହାଯାଉଥିବା ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କାର୍ଯ୍ୟକାରୀ ହେବାର ୪ର୍ଥ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ବିରତି ପରେ ପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ,୩୦।୬: ରବିବାର ଦର ବୃଦ୍ଧିର ବିରତି ପରେ ପୁଣି ଥରେ ସୋମବାର ତେଲ ଦରରେ ବୃଦ୍ଧି ଘଟିଛି। ସୋମବାର ଡିଜେଲ ଲିଟର ପିଛା ୧୩ ପଇସା...

ଏଚ୍‌ସିଏଲ୍‌ ଦେବ ୧୫ ହଜାର ନିଯୁକ୍ତି

ନୂଆଦିଲ୍ଲୀ,୨୨।୭: ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଏଚ୍‌ସିଏଲ୍‌ ଚଳିତ ବର୍ଷ ୧୫ ହଜାର ନିଯୁକ୍ତି ଦେବ। ଗତ ବର୍ଷ କମ୍ପାନୀ ୯ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ...

ବଜେଟ ଟିମ୍‌ରେ ୨ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି

ନୂଆଦିଲ୍ଲୀ,୯ା୧୨: ଅର୍ଥ ମନ୍ତ୍ରଣାଳୟର ବଜେଟ ଟିମ୍‌ରେ ୨ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଥିବା ଜଣାପଡିଛି। ସରକାରଙ୍କ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାବେଳେ ଟିମ୍‌ରେ...

ସୁଗମ ହେବ ଏମ୍‌ଏସ୍‌ଏମ୍‌ଇକୁ ଋଣ ଯୋଗାଣ

ନୂଆଦିଲ୍ଲୀ,୯-୨: ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକୁ ଋଣ ଯୋଗାଣ ଧାରା ସୁଗମ ହେବ। ଯଦି ବିନା କୌଣସି କାରଣରେ ବ୍ୟାଙ୍କଗୁଡିକ ଏମ୍‌ଏସ୍‌ଏମ୍‌ଇଙ୍କୁ ଋଣ ଯୋଗାଣ ନେଇ...

୧୦୦ କୋଟି କାରବାରରେ ଜିଏସ୍‌ଟି ଇ-ଇନଭଏସିଂ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୯-୧୧: କୌଣସି କମ୍ପାନୀ ବାର୍ଷିକ ୧୦୦ କୋଟି ଟଙ୍କାର କାରବାର କରୁଥିଲେ ସେହି କ୍ଷେତ୍ରରେ ଆସନ୍ତା ବର୍ଷ ଏପ୍ରିଲ ପହିଲାରୁ ଜିଏସ୍‌ଟି ଇ-ଇନଭଏସିଂ ଅନିବାର୍ଯ୍ୟ ହେବ...

Advertisement


Archives

Model This Week

Why Dharitri