ରିଲାଏନ୍ସ ଜୁଏଲ୍ସର ଆନିଭର୍ସାରି କଲେକ୍ସନ

ଭୁବନେଶ୍ୱର,୧୦।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ଆନିଭର୍ସାରି କଲେକ୍ସନ ‘ଆଭାର’ର ଉନ୍ମୋଚନ ସହ ପ୍ରତିଷ୍ଠାନର ୧୬ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଭାର କଲେକ୍ସନ-୨୦୨୩ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା ମଧ୍ୟ କରାଯାଇଛି। ବିଶେଷକରି ଆଭାର କଲେକ୍ସନରେ ଅନେକ ଆକର୍ଷଣୀୟ ଡିଜାଇନ ଓ ଅତୁଳନୀୟ କାରିଗରିର ବ୍ୟାପକ ସମ୍ଭାର ଗ୍ରାହକଙ୍କ ପାଇଁ ଉପଲବ୍ଧ। ଏପରିକି ଉକ୍ତ କଲେକ୍ସନରେ ବ୍ୟାପକ ଶ୍ରେଣୀୟ ଇୟରିଂ ଡିଜାଇନ ଉଭୟ ସୁନା ଓ ହୀରା ଅଳଙ୍କାରରେ ଉପଲବ୍ଧ। ଏଥିରେ ବିଭିନ୍ନ ଷ୍ଟାଇଲ୍‌ ଯଥା ଷ୍ଟଡ୍ସ, ସୁଇ ଧାଗା, ଜେ-ହୁପ୍ସ,ଡାଙ୍ଗଲର୍ସ ଓ ସମ୍ମୁଖ ଓ ପଛ ପାଶ୍ୱର ଡିଜାଇନ ଆଦି ସାମିଲ ରହିଛି। ସେହିଭଳି ପ୍ରତି ଇୟରିଂ ଡିଜାଇନକୁ ଅତ୍ୟନ୍ତ କୁଶଳତାର ସହ ପ୍ରସ୍ତୁତ କରାଯାଇଛି; ଯାହାକି ଅତ୍ୟନ୍ତ ମନୋମୁଗ୍ଧକର ଓ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ବ୍ୟକ୍ତିତ୍ୱ ବିକାଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ଏହା ସାଧାରଣ ଲୁକ୍‌ଠାରୁ ଆରମ୍ଭକରି ସ୍ମରଣୀୟ ଅବସର ନିମନ୍ତେ ବେଶ୍‌ ଆକର୍ଷଣୀୟ ଷ୍ଟାଇଲର ସମ୍ଭାର ପ୍ରଦାନ କରିଥାଏ। ଏହାକୁ ଅତ୍ୟନ୍ତ ଯନତ୍ର ସହ ପ୍ରସ୍ତୁତ କରାଯାଇଛି, ଯାହାକି ଯୁବଗୋଷ୍ଠୀଙ୍କ ଷ୍ଟାଇଲକୁ ଅଭିବୃଦ୍ଧି ଓ ସମସ୍ତ ବର୍ଗର ମହିଳାଙ୍କୁ ଆକର୍ଷଣୀୟ କରିଥାଏ।
ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନୀଲ ନାୟକ କହିଛନ୍ତି, ପ୍ରତିଷ୍ଠାନର ୧୬ତମ ବାର୍ଷିକୋତ୍ସବ ପାଳନ ସହ ଆନିଭର୍ସାରି କଲେକ୍ସନ ‘ଆଭାର’ର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମେ ଏହି ଉଦ୍ୟୋଗରେ ସଫଳତାର ୧୬ବର୍ଷ ସମାପ୍ତ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ଆମେ ଏହି ସଫଳତା ଆମର ମୂଲ୍ୟବାନ୍‌ ପୃଷ୍ଠପୋଷକ ଓ ଗ୍ରାହକଙ୍କ କାରଣରୁ ପାଇପାରିଛୁ। ଏହି ଆକର୍ଷଣୀୟ ଆଭାର କଲେକ୍ସନରେ ରହିଛି, ଉକତ୍ୃଷ୍ଟ କାରିଗରି ଓ ଏହା ଆମର ଗ୍ରାହକଙ୍କ ସମ୍ପର୍କ ଓ ନିବିଡ଼ତାକୁ ପରିପ୍ରକାଶ କରିଥାଏ। ଅପରପକ୍ଷରେ ଏହି ‘ଆଭାର କଲେକ୍ସନ-୨୦୨୩’ ଅଭିଯାନ ୨୦୨୩ ଅଗଷ୍ଟ ୩୧ପର୍ଯ୍ୟନ୍ତ ଜାରି ରହିବ। ଉକ୍ତ ଆନିଭର୍ସାରି ଉତ୍ସବକୁ ଆହୁରି ସ୍ବତନ୍ତ୍ର କରିବା ପାଇଁ ଆମେ ଆକର୍ଷଣୀୟ ଅଫର ଓ ରିହାତି ଗ୍ରାହକଙ୍କୁ ଯୋଗାଇ ଦେଉଛୁ। ଏହି ଅବଧି ମଧ୍ୟରେ ରିଲାଏନ୍ସ ଜୁଏଲ୍ସର ସୁନା୍‌ଗହଣାର ଗଢ଼ା ମଜୁରି ଉପରେ ଏବଂ ହୀରା ଗହଣାର ମୂଲ୍ୟ ଉପରେ ୨୫% ରିହାତ ପ୍ରଦାନ କରାଯାଉଛି। ଏହି କଲେକ୍ସନ ରିଲାଏନ୍ସର ସମସ୍ତ ଶୋ’ରୁମ୍‌ ଓ ଶପ୍‌-ଇନ୍‌-ଶପ୍‌ରେ ଉପଲବ୍ଧ। ଏପରିକି ଗ୍ରାହକମାନେ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନରେ ମଧ୍ୟ କ୍ରୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri