ଭୁବନେଶ୍ୱର,୨୯।୧୦: କଟକ ରେଭେନ୍ସା ଇଷ୍ଟ ହଷ୍ଟେଲ୍ରେ ଝାଡ଼ାବାନ୍ତି ବ୍ୟାପିଛି।୧୫ରୁ ଅଧିକ ଛାତ୍ର ଆକ୍ରାନ୍ତ ହୋଇ ଏସ୍ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଝାଡ଼ାବାନ୍ତିର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।