୨୯୭ ବର୍ଷ ପରେ ରାଖୀପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ: ଏସବୁ ରାଶିର ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, କ୍ୟାରିୟର ସହ ଚାକିରିରେ…

ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ପର୍ବପର୍ବାଣୀମାନଙ୍କରେ ଗ୍ରହମାନଙ୍କର ସ୍ବତନ୍ତ୍ର ସଂଯୋଗ ସୃଷ୍ଟି ହୂଏ। ଏହାର ପ୍ରଭାବ ମନୁଷ୍ୟ ଜୀବନ ସହ ଦେଶବିଦେଶରେ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ରାଖୀପୂର୍ଣ୍ଣିମାରେ ୨୯୭ ବର୍ଷ ପରେ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି। ଚଳିତ ବର୍ଷ ସୂର୍ଯ୍ୟ କର୍କଟ ରାଶିରେ, ଚନ୍ଦ୍ର ମକର ରାଶିରେ, ମଙ୍ଗଳ କନ୍ୟା ରାଶି, ବୁଧ କର୍କଟରେ, ଗୁରୁ ଏବଂ ଶୁକ୍ର ମିଥୁନରେ, ରାହୁ କୁମ୍ଭ ରାଶି, କେତୁ ସିଂହ ରାଶିରେ ରହିବେ। ଏଭଳି ସଂଯୋଗ ୧୭୨୮ରେ ହୋଇଥିଲା। ତେବେ ଏହି ସଂଯୋଗ ଫଳରେ କିଛି ରାଶିର ଭାଗ୍ୟ ଚମକିବ। ସେମାନଙ୍କ ଆୟ ବୃଦ୍ଧି ସହ ଚାକିରିରେ ପଦୋନ୍ନତି ହୋଇପାରେ। ଆସନ୍ତୁ ଜାଣିବା…

ମକର ରାଶି:
ଏହି ରାଶି ପାଇଁ ୬ ଗ୍ରହର ଦୁର୍ଲଭ ସଂଯୋଗ ଲାଭପ୍ରଦ ରହିବ। ଏହି ସମୟରେ ଆକସ୍ମିକ ଧନଲାଭ ହୋଇପାରେ। ଏଥିସହ ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରିବ। ନିବେଶରୁ ଲାଭ ମିଳିବା ସହ ସନ୍ତାନମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ସେହିଭଳି ଚାକିରି କ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢ଼ିବାର ସମ୍ଭାବନା ରହିଛି। ଆଇନଗତ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଆସିପାରେ। ଧନ ସଞ୍ଚୟ କରିବାରେ ସଫଳ ହେବେ।

କୁମ୍ଭ ରାଶି: ୬ ଗ୍ରହଙ୍କ ଦୁର୍ଲଭ ସଂଯୋଗ କୁମ୍ଭ ରାଶିର ଜାତକଧାରୀଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଏହି ସମୟରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବ। ଏହି ସମୟରେ ଶୁଭ ସମାଚାର ମିଳିପାରେ। ଯାନବାହନ ନଚେତ ଜମି କିଣିପାରନ୍ତି। ଚାକିରିରେ ନୂଆ ସୁଯୋଗ ମିଳିପାରେ। ବିଦେଶ ଯାତ୍ରା ଆପଣଙ୍କ ପାଇଁ ଳାଭଦାୟକ ସାବ୍ୟସ୍ତ ହୋଇପାରେ। ଚାକିରି କ୍ଷେତ୍ରରେ ମାନସମ୍ମାନ ମିଳିବ। ପ୍ରମୋଶନ ଅବସର ପ୍ରାପ୍ତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ତୁଳା ରାଶି:
ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସଂଯୋଗ ଲାଭଦାୟକ ହେବ। ଏହି ସମୟରେ ଆପଣଙ୍କ ଅଟକିଥିବା କାମ ସମାପ୍ତ ହେବ। ଫସିରହିଥିବା ଟଙ୍କା ଫେରସ୍ତ ପାଇବେ। ବେରୋଜଗାର ଥିଲେ ଚାକିରି ମିଳିବ। ବ୍ୟବସାୟୀମାନଙ୍କୁ ନୂଆ ସୁଯୋଗ ମିଳିପାରେ, ଫଳରେ ଧନଲାଭ ହୋଇପାରେ।ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସମୟ ପାଠପଢ଼ାରେ ସଫଳତା ଏବଂ ନୂଆ କୌଶଳ ଶିଖିବା ଲାଗି ଅନୁକୂଳ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri