Categories: Video

Rakhee – the knot of protection | ସଂପର୍କର ପ୍ରତୀକ ରାଖୀ

Rakhee Purnima or Raksha Bandhan as it is known elsewhere is being celebrated across the country this Thursday with pomp and gaiety. This is a festival that celebrates the relationship between brothers and sisters as latter tie rakhees(wristbands) on the wrists of their brothers. Here is what the public has to say about this festival.

ଆଜି ହେଉଛି ପବିତ୍ର ରାଖୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ମଧ୍ୟରେ ପବିତ୍ର ବନ୍ଧନର ପ୍ରତୀକ ହେଉଛି ଏହି ରାଖୀ। ହସଖୁସି ଓ ଆନନ୍ଦ ଉଲ୍ଲାସରେ ସାରା ଦେଶରେ ପାଳନ ହେଉଛି ରାଖୀ ପୂର୍ଣ୍ଣିମା । ଏହି ଦିନ ଭଉଣୀ ଭାଇ ହାତରେ ରାଖୀ ବାନ୍ଧିଥାଏ । ତେବେ ରାଖୀକୁ ନେଇ ସାଧାରଣ ଲୋକମାନେ କେତେ ଉତ୍ସାହିତ ଅଛନ୍ତି ଆସନ୍ତୁ ଦେଖିବା..