Categories: Video

ପାନ୍ଥ ନିବାସରେ ରଜ ଉତ୍ସବ

ରାତି ପାହିଲେ ପହିଲି ରଜ । ଆଜି ସଜବାଜ । କିନ୍ତୁ ସବୁଠି ଖାଁ ଖାଁ ପରିବେଶ । ଭୁବନେଶ୍ୱର ପାନ୍ଥନିବାସରେ ନିରାଡମ୍ବର ଭାବରେ ପାଳନ ହେବ ରଜ । ଗତ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରତିକାତ୍ମକ ରଜଦୋଳି କରାଯାଇଛି । ପାନ୍ଥନିବାସ ପରିସରକୁ ରଜବତୀ ଭାବରେ ସଜାଯାଇଛି ।