ବିଗ୍‌ ବଜାର ପକ୍ଷରୁ ପବ୍ଲିକ ହଲିଡେ ସେଲ୍‌

ନୂଆଦିଲ୍ଲୀ: ବିଗ୍‌ ବଜାର ପକ୍ଷରୁ ପବ୍ଲିକ ହଲିଡେ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଅକ୍ଟୋବର ୧ରୁ ୪ ଯାଏ ଏହା ଚାଲିବ। ଗ୍ରାହକଙ୍କ କ୍ରୟ ସୁବିଧା ଯୋଗାଣ ଲାଗି ୪ ଦିନିଆ ଏହି ଶପିଂ ବ୍ୟବସ୍ଥା ଆରମ୍ଭ ହେଉଥିବା ସୂଚନା ରହିଛି। ଏହି ସମୟ ମଧ୍ୟରେ ଗ୍ରାହକ ଆକର୍ଷଣୀୟ ଅଫର, ରିହାତି ପାଇପାରିବେ। ଫ୍ୟାଶନ, ହୋମ୍‌ ଫର୍ନିଶିଂ, ଇଲେକ୍‌ଟ୍ରୋନିକ୍ସ, କିଚେନଓ୍ବେର ଏବଂ ଲଗେଜ ସମେତ ବିଭିନ୍ନ ବର୍ଗ ପ୍ରଡକ୍ଟ ଉପରେ ଆକର୍ଷଣୀୟ ଡିଲ୍‌ ଗ୍ରାହକଙ୍କ ପାଇଁ ରହିଛି। ପୁରୁଷ, ମହିଳା ଏବଂ ଶିଶୁଙ୍କ ବର୍ଗରେ ସଦ୍ୟତମ ଫ୍ୟାଶନ ରହିଛି। ଏହି ବର୍ଗରେ ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ୍‌ ସୁବିଧା ଗ୍ରାହକ ପାଇବେ। ସେହିଭଳି ସଦ୍ୟମ କଲେକ୍ସନ ଗ୍ରାହକଙ୍କ ଲାଗି ଯୋଡ଼ାଯାଇଛି। ପାର୍ବଣ ଉପଲକ୍ଷେ ଗ୍ରାହକ ସେମାନଙ୍କ ଘରକୁ ବିଭିନ୍ନ ହୋମ୍‌ ଫ୍ୟାଶନ ସାମଗ୍ରୀ ନେଇ ପାରିବେ। ବେଡ୍‌ ସିଟ୍‌, ବେଡ୍‌ ଡେକର, ଟାଓ୍ବେଲ, ପରଦା, କିଚେନଓ୍ବେର, ଡିନରସେଟ୍‌ ଏବଂ ଅନ୍ୟ ସାମଗ୍ରୀ ଉପରେ ପ୍ରାୟ ୭୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ରହିବ। ସେହିଭଳି ଇଲେକଟ୍ରୋନିକ୍ସ ପ୍ରଡକ୍ଟ ଉପରେ ୬୦% ପର୍ଯ୍ୟନ୍ତ, ଫ୍ୟାଶନରେ ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ୍‌, ଡିନରସେଟରେ ୭୦% ପର୍ଯ୍ୟନ୍ତ ରିହାତି ଏବଂ ବେଡ୍‌ ସିଟ୍‌ରେ ୫୦% ପର୍ଯ୍ୟନ୍ତ ରିହାତି ମିଳିବ। ଶପ୍‌ ଡଟ୍‌ ବିଗ୍‌ ବଜାର ଡଟ୍‌ କମ୍‌ରେ ଘରେ ବସି ଲୋକମାନେ ସାମଗ୍ରୀ ଅର୍ଡର କରିପାରିବେ ବୋଲି ବିଗ୍‌ ବଜାର ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

କ’ଣ ରାକ୍ଷୀରେ ଭାଇଙ୍କ ଠାରୁ ମିଳୁଥିବା ଟଙ୍କାରୁ ସରକାର ନିଅନ୍ତି ଟ୍ୟାକ୍ସ? ଜାଣନ୍ତୁ କେତେ ଟଙ୍କା ନେଲେ…

ନୂଆଦିଲ୍ଲୀ,୨୮।୮: ରକ୍ଷାବନ୍ଧନ ପର୍ୱ ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ପ୍ରେମର ପ୍ରତୀକ। ଏହି ଦିନ ଭଉଣୀମାନେ ଭାଇଙ୍କ ହାତରେ ରାଖି ବାନ୍ଧିଥାନ୍ତି ଏବଂ ବଦଳରେ ଭାଇ ସେମାନଙ୍କୁ…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri