ଭୁବନେଶ୍ୱର,୧୦।୧୦: କୋଲକାତା କମ୍ପିଟେଟ ଅଥରିଟିଙ୍କ ନିର୍ଦ୍ଦେଶରେ କ୍ରମେ କ୍ରାଇମବ୍ରାଞ୍ଚ STF
ଜଣେ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛି। ୨୨ ଲକ୍ଷରୁ ଊଦ୍ଦର୍ବ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି।
୨୦୨୪ରେ ୨ଜଣ ଗଞ୍ଜେଇ ବେପାରୀଙ୍କୁ STF ଧରିଥିଲା। ଏପରିକି ୯ଟି ଗାଡିକୁ ମଧ୍ୟ ଜବତ କରିଥିଲା କ୍ରାଇମବ୍ରାଞ୍ଚ STF


