ପୁଣି ବଢିବ ଆଳୁ ଦର! ଯୋଗାଣ ମନ୍ତ୍ରୀ କହିଲେ ଭାଇ ଚିଠି ଲେଖିଥିବାରୁ…

ଭୁବନେଶ୍ବର,୨୯।୧୧: ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଅଙ୍କୁଶ ଲଗାଇଛନ୍ତି। ନିଜ ରାଜ୍ୟରେ ଆଳୁ ଓ ପିଆଜର ମୂଲ୍ୟ ବୃଦ୍ଧି ଯୋଗୁ ଖାଉଟିଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିବାରୁ ବଜାର ଦର ନିୟନ୍ତ୍ରଣ ପାଇଁ ବୁଧବାର ମମତା କୃଷି ବିପଣ ମନ୍ତ୍ରୀ ବିଚାରାମ ମାନ୍ନା, ଟାସ୍କ ଫୋର୍ସ ଓ ଉଚ୍ଚ ପଦସ୍ଥ ପ୍ରଶାସନିକ ବୈଠକ କରି ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ତ୍ରିପୁରା ଓ ଆସାମ ରାଜ୍ୟକୁ ଆଳୁ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଗତକାଲିଠୁ ଆଳୁ ପଠାଇବା ବନ୍ଦ କରିବା ପରେ ଓ ହାଟ ବଜାରରେ ଆଳୁର ଅଭାବ ସ୍ଥିତି ଦେଖାଯାଇଛି। ଦରବୃଦ୍ଧିର ଆଶଙ୍କା ଭିତରେ ଆଳୁ ଦୋକାନ ଆଗରେ ଜମିଲାଣି ଭିଡ଼। ଏଭଳି ସ୍ଥିତିରେ ଖାଲି ଯେ ଆଳୁ ଟ୍ରକ ଆସିବା କମିଛି ତା’ନୁହେଁ, ଦର ବି ଉପରମୁହାଁ ହୋଇଛି । ଯାହାକୁ ନେଇ ଚିନ୍ତାରେ ଖାଉଟୀ ଓ ବ୍ୟବସାୟୀ । ଏସବୁ ଭିତରେ ଭାଇ-ଭଉଣୀ ସଂପର୍କ ପ୍ରସଙ୍ଗ ଉଠାଇ ପୂର୍ବତନ ସିଏମ ନବୀନ ପଟ୍ଟନାୟକଙ୍କୁ ଯୋଗାଣ ମନ୍ତ୍ରୀ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ କାହିଁକି ବାରମ୍ବାର ଏଭଳି କରୁଛି ମୁଁ ଜାଣିନି। ଭାଇ କହିଥିବେ ନଚେତ୍‌ ଚିଠି ଲେଖିଥିବାରୁ ଭଉଣୀ ଆଳୁ ଦେଉନାହାନ୍ତି । କ’ଣ ପାଇଁ ବନ୍ଦ କରାଯାଇଛି ଅନୁଧ୍ୟାନ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଜୋରଦାର ଚାଲିଛି ଦୈନିକ ବଜାର ଗୃହ ନିର୍ମାଣ କାର୍ଯ୍ୟ: ତୁରନ୍ତ ସାରିବାକୁ ବିଡିଓଙ୍କ ନିର୍ଦ୍ଦେଶ

ଦାରିଙ୍ଗବାଡି,୧୦।୩ (ଅରୁଣ ସାହୁ ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିଠାରେ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ଦୈନିକ ବଜାରର ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଏହାକୁ ଦୈନିକ ତଦାରଖ କରୁଛନ୍ତି ଦାରିଙ୍ଗବାଡି…

ଟ୍ରେନ ଆଗକୁ ଡେଇଁ ଶାଳୀ ଓ ଭେଣୋଇଙ୍କ ଆତ୍ମହତ୍ୟା, କାରଣ ଜାଣିଲେ….

ଜଳେଶ୍ୱର,୧୦।୩ (ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଟ୍ରେନ ଆଗକୁ ଡେଇଁ ଶାଳୀ ଓ…

ସ୍କୁଲରେ ପ୍ରଶ୍ନପତ୍ର ପହଞ୍ଚିବାରେ ହେଉଛି ବିଳମ୍ୱ: ପରୀକ୍ଷା ଦେବାକୁ ଆସି ବସି ରହୁଛନ୍ତି ଛାତ୍ରୀଛାତ୍ର

ଗୋପ,୧୦ା୩(ଭାରତୀ ଭୂଷଣ ଉପାଧ୍ୟାୟ): ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ସୋମବାରଠାରୁ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ହେଲେ ପୁରୀ ଜିଲା ଗୋପ ବ୍ଲକର ବିଭିନ୍ନ ସ୍କୁଲରେ…

ଲାଗୁ ହେଲା ESMA, ହେଲେ କାହିଁକି କେନ୍ଦ୍ର ସରକାର ନେଲେ ଏତେବଡ଼ ନିଷ୍ପତ୍ତି? କ’ଣ ଏହି ESMA

ନୂଆଦିଲ୍ଲୀ,୧୦।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ପାକିସ୍ତାନ ଏବଂ ବାଂଲାଦେଶ ସମେତ ବିଶ୍ୱର…

ମୋମୋ ଖାଇ ଭାଇ-ଭଉଣୀଙ୍କ ମୃତ୍ୟୁ! ମୃତଦେହ ନୀଳ…

ନୂଆଦିଲ୍ଲୀ,୧୦।୩: ପଞ୍ଜାବର ତରନ ତାରନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ରବିବାର ସକାଳେ ସନ୍ଦେହଜନକ ପରିସ୍ଥିତିରେ ଦୁଇ ପିଲାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।…

ଏହି ଦିନ ନିଜ ପ୍ରେମିକାଙ୍କୁ ବିବାହ କରିବେ ଇଶାନ କିଷାନ, ବଡ଼ ଖୁଲାସା କରିଦେଲେ…

ନୂଆଦିଲ୍ଲୀ,୧୦।୩: ଭାରତୀୟ କ୍ରିକେଟ ଦଳ ICC ପୁରୁଷ ଟି୨୦ ବିଶ୍ୱକପ ୨୦୨୬ରେ ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ, ଟିମ ଇଣ୍ଡିଆର ଷ୍ଟାର…

ଟ୍ରମ୍ପଙ୍କ ଧମକକୁ ଖାତିର୍‌ କଲାନି ଇରାନ, ବଡ଼ ଚେତାବନୀ ଦେଇ କହିଲା- ଭୁଶୁଡ଼ିଯିବ…

ଓ୍ବାଶିଂଟନ୍‌,୧୦।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ମଧ୍ୟରେ ବାକ ଯୁଦ୍ଧ ତୀବ୍ର ହୋଇଛି। ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ ଯଦି…

ମିଳୁନି ଗ୍ୟାସ, ବନ୍ଦ ହେଲା ଶ୍ମଶାନ ଘାଟ! ଯୁଦ୍ଧକୁ ନେଇ ଉପୁଜିଲାଣି ଭୟଙ୍କର ପରିସ୍ଥିତି

ବେଙ୍ଗାଲୁରୁ,୧୦।୩: ହଠାତ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ଅଭାବ ସମଗ୍ର ଆତିଥ୍ୟ କ୍ଷେତ୍ରରେ ଚିନ୍ତା ସୃଷ୍ଟି କରିଛି। ମହାରାଷ୍ଟ୍ର ଏବଂ କର୍ନାଟକର ରେଷ୍ଟୁରାଣ୍ଟ ସଂଘଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri