ଯୁକ୍ତ ୨ ପରୀକ୍ଷା ତାରିଖ ଘୋଷଣା: ବଡ଼ ସୂଚନା ଦେଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ୱର,୨।୧୨: ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ। ଡିସେମ୍ୱର ୧୫ ତାରିଖ ସୁଦ୍ଧା ଆଡମିଟ କାର୍ଡ ମିଳିବ। ଏନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଚଳିତ ବର୍ଷ ବିଜ୍ଞାନରେ ୧ ଲକ୍ଷ ୬ ହଜାର ୩୪୪ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିବାବେଳେ କଳାରେ ୨ ଲକ୍ଷ ୩୯ ହଜାର ୫୬୧ ଓ ବାଣିଜ୍ୟରେ ୨୨,୮୮୦ ପଞ୍ଜୀକୃତ ହୋଇଛନ୍ତି।

Share