Categories: Video

Plastic free environment- ground realities | ପ୍ଲାଷ୍ଟିକ, ପଲିଥିନ୍ ମୁକ୍ତ ପରିବେଶ ! ଦେଖନ୍ତୁ ବାସ୍ତବ ଚିତ୍ର

Usage of single-use polythene has a negative impact on the environment. It chokes our oceans, clogs flow of water and affects plant growth. In view of these, the state government has issued a directive to enforce plastic ban in the urban areas of the state beginning this Gandhi Jayanti. Dharitri Live did a ground study on how it is being enforced and what are the alternatives being used.

ପଲିଥିନ୍ ଓ ପ୍ଳାଷ୍ଟିକ୍ ସାମଗ୍ରୀ ବ୍ୟବହାର ଦ୍ବାରା ପରିବେଶ ଉପରେ କୁପ୍ରଭାବ ପଡୁଛି । ବୃକ୍ଷଲତା ବୃଦ୍ଧିରେ ମଧ୍ୟ ବାଧା ସୃଷ୍ଟି କରୁଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଠନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ଏହାକୁ କେତେ ଦୂର କାର୍ଯ୍ୟକାରୀ କରାଯାଉଛି ଏବଂ ଏହାର ବିକଳ୍ପ କଣ ବାହାରିଛି ତାହାର ବାସ୍ତବ ଚିତ୍ର ପରଖିବାକୁ ଧରିତ୍ରୀ ଲାଇଭ୍ ଟିମ୍ ରାଜଧାନୀର କିଛି ସ୍ଥାନରେ ପହଞ୍ଚିଥିଲା ।