Categories: Video

କିଏ ହେବ ପିପିଲି ବାଜିଗର | Pipili Byelection | Dharitri Live

ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ବେଶ୍ ଜୋରଦାର ପ୍ରଚାର ଚଳାଇଛନ୍ତି ୩ ରାଜନୈତିକ ଦଳ। ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଆସ୍ଥା ଭାଜନ ହେବା ପାଇଁ ପହଞ୍ଚୁଛନ୍ତିି ଭୋଟରଙ୍କ ନିକଟରେ । ତେବେ ଆସନ୍ତୁ ଦେଖିବା କ’ଣ ରହିଛି ପ୍ରାର୍ଥୀଙ୍କ ଆଭିମୁଖ୍ୟ? କେମିତି ରହିଛି ପ୍ରସ୍ତୁତି ?