ଭିଜିଲାନ୍ସ ଜାଲରେ କାଦୋପଡା ପେକ୍ସ ସମ୍ପାଦକ: ୪୦.୭୧ ଲକ୍ଷ ଟଙ୍କା ହେରଫେର …

ଦେବଗଡ,୨୧|୧୧(ଶଶାଙ୍କ ଶେଖର ଝାଙ୍କର) ଦେବଗଡ ଜିଲା କାଦୋପଡା ପେକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ । ୪୦.୭୧ ଲକ୍ଷ ଟଙ୍କା ହେରଫେର ମାମଲାରେ ପେକ୍ସ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ ଗିରଫ କରାଯାଇଛି। ଚାଷୀ ଫେରସ୍ତ କରୁଥିବା ଋଣ ଟଙ୍କା ହେରଫେର କରୁଥିଲେ । ଫେରସ୍ତ ଟଙ୍କାକୁ ବ୍ୟକ୍ତିଗତ ଭାବେ ହେରଫେର କରିଥିବା ଅଭିଯୋଗ ହେଇଥିଲା।

Dharitri – Odisha’s No.1 Odia Daily

Share