ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ପରେ ଘରୁ ବାହାରି ପାରୁନାହାନ୍ତି ଲୋକେ

ରାଇକିଆ,୧୫ା୩(ପ୍ରଦୀପ ବେହେରା/ଚିନ୍ମୟ ସେଠୀ): କନ୍ଧମାଳ ଜିଲା ରାଇକିଆ, ଜି.ଉଦୟଗିରି ଓ ପାବୁରିଆ ଅଞ୍ଚଳରେ ଦନ୍ତାହାତୀକୁ ନେଇ ଭୟର ବାତାବରଣ ଦେଖାଦେଇଛି। ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ପରେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ପ୍ରତିଦିନ ଜଙ୍ଗଲକୁ ଯାଇ ଜୀବିକା ନିର୍ବାହ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା ବଢ଼ାଇଛି ଏହି ଦନ୍ତାହାତୀ। ବର୍ତ୍ତମାନ ହଳଦୀ, ମହୁଲ ଉତ୍ପାଦନର ସମୟ ହୋଇଥିବା ବେଳେ ଜଙ୍ଗଲ ଉପରେ ଅଧିକାଂଶ ଲୋକେ ନିର୍ଭରଶୀଳ ଅଟନ୍ତି। ପୂର୍ବରୁ ବନ ବିଭାଗ ତତ୍ପରତା ନ ଦେଖାଇବା ଏବଂ ଜଙ୍ଗଲରେ ହଠାତ୍‌ ୧୨ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ଘଟଣା ଲୋକଙ୍କୁ ଆତଙ୍କିତ କରିଛି ରାସ୍ତାଘାଟ ମଧ୍ୟ ଜନଶୂନ୍ୟ ରହିଛି। ସକାଳ ପୂର୍ବରୁ ଓ ସନ୍ଧ୍ୟା ପରେ ଜଙ୍ଗଲକୁ ନ ଯିବା ପାଇଁ ବନ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ମଧ୍ୟ ହାତୀ ଘଉଡ଼ାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ମମତାଙ୍କ ମାଷ୍ଟରଷ୍ଟ୍ରୋକ୍‌, କଲେ ବଡ଼ ଘୋଷଣା

କୋଲକାତା,୧୫।୩: ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ମାଷ୍ଟରଷ୍ଟ୍ରୋକ୍‌ ମାରିଛନ୍ତି। ରବିବାର ଏକ ଘୋଷଣା କରି, ସେ କହିଛନ୍ତି ଯେ…

ବାହା ହେବେ ଅନୁଷ୍କା ସେଟ୍ଟୀ, ଜାଣନ୍ତି କିଏ ସେହି ଲକି ବୟ…?

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଅନୁଷ୍କା କେବେ ଏବଂ…

IRGCର ଧମକ: ‘ଜୀବିତ ଥିବା ଯାଏ ପିଛା କରିବୁ…, ସାରା ବିଶ୍ୱରେ ଚାଞ୍ଚଲ୍ୟ

ତେହେରାନ/ଜେରୁଜେଲମ,୧୫।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ମୋଡ଼ ନେଇଛି। ରବିବାର ଇରାନର ଶକ୍ତିଶାଳୀ ସେନା ‘ରିଭୋଲ୍ୟୁସନାରୀ ଗାର୍ଡସ’ (IRGC) ଇସ୍ରାଏଲ…

ଗଛରେ ପିଟି ହେଲା କାର: ଆଖିବୁଜିଲେ ସ୍ତ୍ରୀ, ୨ ପିଲା

ପୋଲସରା,୧୫।୩: ଗଛରେ ପିଟି ହେଲା କାର। ସ୍ତ୍ରୀ ମୃତ, ସ୍ବାମୀ ଓ ୨ ପିଲା ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି ବୁଗୁଡ଼ା ଥାନା ତାକରଡ଼ା ଗାଁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କ୍ରିକେଟର, କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୩: ରାଜସ୍ଥାନ ରୟାଲ୍ସ ପାଇଁ ଡେବ୍ୟୁ କରି ବୈଭବ ସୂର୍ଯ୍ୟବଂଶୀ ପୂର୍ବ IPL ସଂସ୍କରଣରେ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ IPLରେ ଦ୍ରୁତତମ ଭାରତୀୟ ଶତକ…

ଋଷିକୂଲ୍ୟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ଆରମ୍ଭ, ବେଳାଭୂମି ସଫେଇ ପାଇଁ…

ଗଞ୍ଜାମ,୧୫ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ନିକଟସ୍ଥ ଋଷିକୂଲ୍ୟା ବେଳାଭୂମିରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…

ପାକିସ୍ତାନରୁ ଆସିଲା ବଡ଼ ଖବର, ଅବସର ନେଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୫।୩: ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଏବଂ ପାକିସ୍ତାନ କ୍ରିକେଟର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପ୍ରାୟ ଦୁଇ ଦଶନ୍ଧି…

ଆମେରିକୀୟ ପ୍ରତିରକ୍ଷା ବ୍ୟବସ୍ଥା ଫେଲ୍‌: ଇରାନୀ ଡ୍ରୋନ୍‌ ମାଡ଼ରେ ୭ ଦେଶ ଥରହର, କାଳ ସାଜିଛି ‘ଶାହେଦ-୧୩୬’

ୱାଶିଂଟନ/ତେହେରାନ,୧୫।୩: ଇରାନର ଡ୍ରୋନ ଆକ୍ରମଣ ଏବେ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଅତ୍ୟାଧୁନିକ ଆମେରିକୀୟ ପ୍ରତିରକ୍ଷା ବ୍ୟବସ୍ଥା (Defense System) କୁ ଚକମା ଦେଇ ଇରାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri