ଭାରତରେ ନିବେଶ କରିବ ପେଗାଟ୍ରନ କର୍ପୋରେଶନ

ନୂଆଦିଲ୍ଲୀ,୧୭।୭: ଆପଲ୍‌ ଇଙ୍କ୍‌ର ଆସେମ୍ବଲ ପାର୍ଟନର ପେଗାଟ୍ରନ କର୍ପୋରେଶନ ଭାରତରେ ଏହାର ପ୍ରଥମ ପ୍ଲାଣ୍ଟ ସ୍ଥାପନ କରିବ। ଏ ନେଇ କମ୍ପାନୀ ବର୍ତ୍ତମାନ ଯୋଜନା ଧାର୍ଯ୍ୟ କରିଛି। ଟେକ୍ନୋଲୋଜି କମ୍ପାନୀଙ୍କୁ ଆକୃଷ୍ଟ କରିବା ଲାଗି ଭାରତ ସରକାର ୬.୬ ବିଲିୟନ ଡଲାରର ଏକ ପାଣ୍ଠି ଘୋଷଣା କରିଛନ୍ତିି। ବିଶ୍ୱର ପ୍ରମୁଖ ସ୍ମାର୍ଟଫୋନ ମାନୁଫାକଚରଙ୍କୁ ଆର୍ଥତ୍କ ପ୍ରୋତ୍ସାହନ ପ୍ରଦାନ ଦିଗରେ ଏହି ଅର୍ଥ ପ୍ରଦାନ କରାଯିବ। ରେଡି ଟୁ ୟୁଜ୍‌ ମାନୁଫାକଚରିଂ କ୍ଲଷ୍ଟର ବସାଇବା ଦିଗରେ ଏହି ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ। ପେଗାଟ୍ରନ ଆପଲକୁ ଆଇଫୋନ ଯୋଗାଣ କ୍ଷେତ୍ରରେ ଦ୍ୱିତୀୟ ବଡ଼ କମ୍ପାନୀ। ପେଗାଟ୍ରନର ନିବେଶ ନେଇ ବ୍ଲୁମ୍‌ବର୍ଗ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଫକ୍ସକନ ଟେକ୍ନୋଲୋଜି ଏବଂ ଓ୍ବିଷ୍ଟ୍ରନ କର୍ପୋରେଶନ ଭାରତରେ ଆଇଫୋନ ହ୍ୟାଣ୍ଡସେଟ୍‌ ନିର୍ମାଣ କରୁଛି। ପେଗାଟ୍ରନ ଭାରତ ଆସିଲେ ସ୍ଥାନୀୟ କମ୍ପାନୀଙ୍କ ସହ ମିଳିତ ହୋଇ କାମ କରିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ

ଭୁବନେଶ୍ବର,୧୩।୨: ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ମଲ୍ଟି କମୋଡିଟି…

ବିଶ୍ୱ ବଜାରରେ କମିଲା ତୈଳ ଦର, ଭାରତରେ କମିବ କି ?

ନୂଆଦିଲ୍ଲୀ,୧୩।୨: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତୈଳ ଦର କ୍ରମାଗତ ଦ୍ୱିତୀୟ ସପ୍ତାହ…

ଆପଣଙ୍କୁ ହଇରାଣ କରିପାରିବେ ନାହିଁ ରିକଭରି ଏଜେଣ୍ଟ, କଠୋର ନିୟମ ଲାଗୁ କଲା RBI, ଘରେ ପହଞ୍ଚିଲେ କ’ଣ କରିବେ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୨: RBI ପରିଚାଳିତ ଆର୍ଥିକ ପ୍ରତିଷ୍ଠାନ (ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, NBFC, ଗୃହ ଆର୍ଥିକ କମ୍ପାନୀ, ସମବାୟ ବ୍ୟାଙ୍କ, ଇତ୍ୟାଦି) ଦ୍ୱାରା ନିଯୁକ୍ତ ରିକଭରି ଏଜେଣ୍ଟମାନେ ଆଉ…

ଜାନୁଆରୀରେ ଖୁଚୁରା ଦରଦାମ୍ ହାର ୨.୭୫%, ପ୍ରଥମ ଥର ହେଲା ଏପରି ପରିବର୍ତ୍ତନ

ମୁମ୍ବାଇ,୧୨।୨: ଭାରତର ଆର୍ଥିକ ପରିସଂଖ୍ୟାନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ର ନୂଆ ବେସ୍ ଇୟର ୨୦୨୪ ଆଧାରରେ ପ୍ରଥମ…

ଭାରତ ଫେରିଆସନ୍ତୁ ନଚେତ ‘ପଳାତକ’ ଟ୍ୟାଗ ଉପରେ କୌଣସି ଶୁଣାଣି ହେବ ନାହିଁ, ବିଜୟ ମାଲ୍ୟାଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା!

ମୁମ୍ବାଇ,୧୨।୨: ଫେବୃଆରୀ ୧୨, ୨୦୨୬ରେ ଏକ ଶୁଣାଣି ସମୟରେ, ବମ୍ବେ ହାଇକୋର୍ଟ ବିଜୟ ମାଲ୍ୟାଙ୍କୁ କହିଥିଲେ ଯେ ଯଦି ସେ ତାଙ୍କ ଆବେଦନର ଶୁଣାଣି କରିବାକୁ ଚାହାଁନ୍ତି,…

ବିଦ୍ୟୁତ୍‌ ସେବା ପ୍ରଦାନରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ୱର,୧୨।୨(ଅନୁରାଧା ମହାରଣା): ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ‘ଅନ୍ତର୍ଜାତୀୟ ବିଜ୍ଞାନ କ୍ଷେତ୍ରରେ ମହିଳା ଓ ବାଳିକା ଦିବସ-୨୦୨୬’ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri