Advertisement

ପାତ୍ର ଇଲେକ୍‌ଟ୍ରୋନିକ୍ସର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୧୭ା୧୦: ଚଳିତ ପାର୍ବଣ (ଦୁର୍ଗାପୂଜା) ଅବସରରେ ଗ୍ରାହକମାନଙ୍କର ସୁବିଧା ପାଇଁ ସ୍ଥାନୀୟ ଶହୀଦନଗର ଦୁର୍ଗାପୂଜା ମଣ୍ଡପଠାରେ ପାତ୍ର ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ୍‌ ଖୋଲାଯାଇଛି। ଏଠାରେ ଏଲ୍‌ଜି କମ୍ପାନୀର ନୂଆ ନୂଆ ଡିଜାଇନ, ମଡେଲ, କଲର ଓ ଟେକ୍ନୋଲୋଜିର ଜିନିଷ ସବୁ ପ୍ରଦର୍ଶିତ ହେଉଛି। ଏହି ଷ୍ଟଲ୍‌ଗୁଡ଼ିକରେ ଗ୍ରାହକମାନଙ୍କ ସୁବିଧା ପାଇଁ ପାତ୍ର ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ବିଭିନ୍ନ ପ୍ରକାର ଆକର୍ଷଣୀୟ ଅଫର ଲାଗିଛି। ଏହି ସମୟରେ ଷ୍ଟଲରୁ ଫ୍ରିଜ୍‌ କିମ୍ବା ଓ୍ବାଶିଂ ମେସିନ୍‌ କିଣିଲେ ୩୫୦୦ ଟଙ୍କାର କ୍ରମ୍ପଟନ ଗ୍ରାଇଣ୍ଡର ମାଗଣା ଦିଆଯାଉଛି।

ଏସି କିମ୍ବା ଏଲଇଡି ଟିଭି କିଣିଲେ ୨୨୦୦ ଟଙ୍କାର କ୍ରମ୍ପଟନ ସିଲିଂ ଫ୍ୟାନ ମାଗଣା ଦିଆଯାଉଛି। କୌଣସି ଜିନିଷକୁ ଜିରୋ ଡାଉନପେମେଣ୍ଟ ଓ ୩୬ମାସ ପର୍ଯ୍ୟନ୍ତ ଇଏମଆଇ ଫାଇନାନ୍ସରେ୍‌ ମଧ୍ୟ ଯୋଗାଇ ଦିଆଯାଉଛି ଏବଂ ୨୨.୫% ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ ପାଇବାର ସୁବିଧା ମଧ୍ୟ ରହିଛି। ଏହି ଷ୍ଟଲରେ ଓ୍ବିନ୍‌ କି ଗ୍ୟାରେଣ୍ଟି ଏକ୍ସକ୍ଲୁସିଭ ଜିନିଷକୁ ଅଫରରେ ୭୦୦୦ ପର୍ଯ୍ୟନ୍ତ ଫେରସ୍ତ ଅଛି। ମାସକୁ ମାତ୍ର ୯୯୦ ଟଙ୍କା ଦେଇ କେତେକ ଜିନିଷକୁ ଫିକ୍ସ ଇଏମ୍‌ଆଇ ଦ୍ୱାରା ନେବାର ସୁବିଧା ରହିଛି। ଏପରିକି ଗୋଟିଏ ଇଏମ୍‌ଆଇ ଫ୍ରି’ର ସୁବିଧା ଅଛି। ଏ ସବୁ ଅଫର ଏକ୍ସକ୍ଲୁସିଭ ଶହୀଦନଗର ପୂଜା ମଣ୍ଡପଠାରେ ଲାଗିଥିବା ପାତ୍ର ଇଲେକ୍ଟ୍ରୋନିକ୍ସ ଷ୍ଟଲରେ ଉପଲବ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷେ ଯାଏ ହେବନି ବ୍ୟାଙ୍କ୍ରପ୍ସି ଫାଇଲିଂ

ନୂଆଦିଲ୍ଲୀ,୧୮।୫: ଋଣ ଖିଲାପ କ୍ଷେତ୍ରରେ ଆଗାମୀ ବର୍ଷେ ଯାଏ କୌଣସି ନୂଆ ବ୍ୟାଙ୍କ୍ରପ୍ସି ଫାଇଲିଂ ହୋଇପାରିବ ନାହିଁ । ଏହାକୁ ସରକାର ଗୋଟିଏ ବର୍ଷ ଲାଗି...

୬୬୧ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୧୫।୭: ମଙ୍ଗଳବାର ଦେଶର ପୁଞ୍ଜିବଜାର କାରବାର ପ୍ରଭାବିତ ସ୍ଥିତିରେ ରହିଛି। ଏହି ସମୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ୬୬୧ ପଏଣ୍ଟ ଖସିଥିବା ଜଣାପଡିଛି। ବିଶ୍ୱ...

କମିଲା ରେପୋ ରେଟ୍‌;ଶସ୍ତା ହେବ ଇଏମ୍‌ଆଇ

ମୁମ୍ବାଇ,୭-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁବାର ଏହାର ଦ୍ୱିମାସିକ ମୁଦ୍ରା ନୀତି ଘୋଷଣା କରି ରେପୋ ରେଟ୍‌ ୦.୨୫% ହ୍ରାସ କରିଛି। ଫଳରେ ଏହା ହ୍ରାସ...

ଉଡାନ୍‌ରେ ୧୦୦୦ ରୁଟ୍‌ ଉପରେ ନଜର

ନୂଆଦିଲ୍ଲୀ: ଉଡାନ୍‌ ଯୋଜନାରେ ସେବା ଉପଲବ୍ଧ ହେଉ ନ ଥିବା ଦେଶର ୧୦୦ ବିମାନ ବନ୍ଦରକୁ ଯୋଡିବା ନେଇ ସରକାର ଯୋଜନା ରଖିଥିବା କେନ୍ଦ୍ର ବେସାମରିକ...

ଆଇସିଆଇସିଆଇ ବ୍ୟାଙ୍କରେ ରୋବୋ ଗଣିବ ଟଙ୍କା

ନୂଆଦିଲ୍ଲୀ,୨୯-୮: ଘରୋଇ କ୍ଷେତ୍ରର ଅଗ୍ରଣୀ ବ୍ୟାଙ୍କ କୁହାଯାଉଥିବା ଆଇସିଆଇସିଆଇ ବ୍ୟାଙ୍କରେ ଟଙ୍କା ଗଣିବା ପାଇଁ ରୋବୋ ବ୍ୟବହାର କରାଯିବ। ରୋବୋ ବ୍ୟବହାର କରିବାରେ ଏହା ଦେଶର...

ଜନପଥରେ ହିନ୍ଦୁସ୍ଥାନ ଜୁଏଲର୍ସର ନୂତନ ଶୋ’ରୁମ୍‌

ଭୁବନେଶ୍ୱର,୧୮।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘ହିନ୍ଦୁସ୍ଥାନ ଜୁଏଲର୍ସ’ର ଆଉ ଏକ ଶୋ’ରୁମ୍‌ (ଷ୍ଟୋର)ର ଶୁଭାରମ୍ଭ କରାଯାଇଛି। ରବିବାର ପ୍ରତିଷ୍ଠାନର ନୂତନ ଶୋ’ରୁମ୍‌ ସ୍ଥାନୀୟ ମାଷ୍ଟର...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୨୩।୫: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର ଭେଟିଛନ୍ତି। ଭିଡିଓ କନ୍‌ଫରେନ୍ସ ଯୋଗେ ହୋଇଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉପରେ...

ଏଟିଏମ୍‌ ନେଣଦେଣ କଟକଣା କୋହଳ କଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୮।୪: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏଟିଏମ୍‌ ନେଣଦେଣ କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି। ଏସ୍‌ବିଆଇ ଗ୍ରାହକମାନେ ଜୁନ ୩୦ ଯାଏ ଶୁଳ୍କମୁକ୍ତ...

Advertisement
Archives

Model This Week