ଭୁବନେଶ୍ୱର ଛାଡ଼ିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ୍‌

ଭୁବନେଶ୍ୱର,୨୭ା୪: ଭୁବନେଶ୍ବର ଛାଡ଼ିଛନ୍ତି ପାକିସ୍ତାନୀ ନାଗରିକ ନଗମା ୟୁସୁଫ୍‌।  ୨୦୦୮ରେ ଜଣେ ବ୍ୟବସାୟୀଙ୍କୁ ବିବାହ କରି ଭୁବନେଶ୍ୱର ଭୁବନେଶ୍ୱର ବିଜେବି ନଗର ଅଞ୍ଚଳରେରହି ଆସୁଥିଲେ। ବିବାହ ପରେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରି ନ ଥିଲେ। ମାତ୍ର ଦୀର୍ଘମିଆଦୀ ଭିଜା ପାଇଁ ଆବେଦନ କରିଥିଲେ ନଗମା। ପହଲଗାମ ଘଟଣା ପରେ ଭିଜା ରଦ୍ଦ ହେବାରୁ ସେ ଶୁକ୍ରବାର ଭୁବନେଶ୍ୱରରେ ବିଦା ହୋଇଛନ୍ତି।

Share