Posted inଜାତୀୟ

ପାକ୍‌ ହାତରେ ଏବେ ଭାରତର ଗୁରୁତ୍ୱପୂର୍ଣ୍ଣ ପିଡିଏଫ୍‌, ମହିଳା ଅଧିକାରୀ ସାମ୍ବାଦିକା କହି ନେଇଗଲେ ସବୁ…

ନିଜକୁ ସାମ୍ବାଦିକା ପରିଚୟ ଦେଇ ASIଙ୍କଠାରୁ ପାକ୍‌ ମହିଳା ଅଧିକାରୀ ନେଇଗଲେ ସବୁ ଗୁପ୍ତ ତଥ୍ୟ। ତଥ୍ୟ ଦେଇ ବନ୍ଧାହେଲେ CRPF ASI।ଉକ୍ତ ମହିଳା ଜଣଙ୍କ ସାମ୍ବାଦିକାର ପରିଚୟ ଦେଇ ଯବାନଙ୍କଠାରୁ ବହୁ ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରୁଥିଲେ । ଯେଉଁଥିପାଇଁ ସେ ମାସିକ ୩୫୦୦ ଏବଂ ଅଧିକ ତଥ୍ୟ ବାବଦକୁ ୧୨ହଜାର ଲେଖାଏ ପ୍ରଦାନ କରୁଥିଲେ ।

ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପରେ ଭାରତର ସୁରକ୍ଷା ଏଜେନ୍ସି ଏବେ ପୁରା ତତ୍ପର। ଗୋଇନ୍ଦାଗିରି କରୁଥିବା ଲୋକଙ୍କ ଉପରେ ଏବେ ପୁରା ନଜର ରହିଛି। ଏହି କ୍ରମରେ କେନ୍ଦ୍ରୀୟ ରିଜର୍ଭ ସୁରକ୍ଷା ବଳ (CRPF) ଜଣେ ASIଙ୍କୁ NIA ଦିଲ୍ଲୀରୁ ଗିରଫ କରିଛି । ପାକିସ୍ତାନର ଜଣେ ଅଧିକାରୀ ନିଜକୁ ସାମ୍ବାଦିକା ବୋଲି ପରିଚୟ ଦେଇ ସମ୍ପୃକ୍ତ ASIଙ୍କ ସହ ସମ୍ପର୍କରେ ଥିବା ଜଣାପଡ଼ିଥିଲା । ଗିରଫ ASI ମୋତି ରାମ ଜାଟଙ୍କୁ ପହଲଗାମ ଆଟାକ ପୂର୍ବରୁ ଆର୍ଥିକ ଏପ୍ରିଲ୨୨ ତାରିଖରେ ଦଲ୍ଲୀକୁ ବଦଳି କରାଯାଇଥିଲା।

ସୂଚନାଯୋଗ୍ୟ, ଜାଟ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । ଯିଏକି ନିଜକୁ ଚଣ୍ଡିଗଡର ଏକ ନାମୀ ବୈଦ୍ୟୁତିକ ଗଣମାଧ୍ୟମ ରିପୋର୍ଟର ପରିଚୟ ଦେଇଥିଲେ। ମହିଳା ଜଣଙ୍କ ମୋତି ରାମ ଜାଟଙ୍କୁ ମେସେଜ ଓ ଭିଡିଓ କଲ ମଧ୍ୟ କରିଥିଲେ । ଧୀରେ ଧୀରେ ମୋତି ରାମ ସେହି ମହିଳାଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଶେୟାର କରିବାକୁ ଲାଗିଲେ । CRPF ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ମୋତିରାମ ତାଙ୍କ ଫୋନରୁ କୌଣସି ଚାଟ ଡିଲେଟ କରି ନାହାନ୍ତି । ସୁରକ୍ଷାକର୍ମୀ କେଉଁଠି କେତେ ନିୟୋଜିତ ହୋଇଛନ୍ତି ସେନେଇ ଗୁରୁତ୍ୱପୂର୍ଣ୍ଣ ପିଡିଏଫ ଶେୟାର କରିଥିବା ଚାଟ୍‌ରେ ଦେଖିବାକୁ ମିଳିଛି ।

ତେବେ ମୋତି ରାମ ଜାଟ କେବଳ ଏକା ନୁହନ୍ତି ପୂର୍ବରୁ ଜ୍ୟେତି ମାଲ୍‌ହୋତ୍ରା ଏବଂ ଜଣେ ସିଆର୍‌ପିଏଫ୍‌ ମଧ୍ୟ ପାକ୍‌ ସ୍ପାଏ ସାଜିଥିବା ଖବର ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ମନ୍ଦିରରେ ଦଳାଚକଟା….ପରସ୍ପର ଉପରେ ଚଢ଼ିଗଲେ ଭକ୍ତ, ଚାଲିଗଲା ୮ ଜୀବନ

ପାଟନା,୩୧।୩: ବିହାରର ନାଳନ୍ଦା ଜିଲାରେ ଛାତିଥରା ଅଘଟଣ । ଏଠାରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ହଠାତ୍ ଦଳାଚକଟା ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ଆଠ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri