Posted inଜାତୀୟ

ଜମ୍ମୁ-କଶ୍ମୀର ସୀମାରେ ପୁଣି ଉଡ଼ିଲା ପାକ୍‌ ଡ୍ରୋନ୍‌

ଶ୍ରୀନଗର,୧୫ା୧: ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ସୀମାରେ ଉତ୍ତେଜନା ସୃଷ୍ଟି ନ କରିବାକୁ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଚେତାବନୀ ଦେବା ସତ୍ତ୍ୱେ ଜମ୍ମୁ-କଶ୍ମୀର ସୀମାରେ ସନ୍ଦିଗ୍ଧ ପାକ୍‌ ଡ୍ରୋନ୍‌ ଉଡ଼ୁଥିବା ଦେଖାଯାଇଛି। ସପ୍ତାହେ ମଧ୍ୟ ଏହା ତୃତୀୟ ଘଟଣା।

ସାମ୍ବା ଜିଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମା ଏବଂ ରାମଗଡ଼ ସେକ୍ଟରର କେସୋ ମହନସାନ ଗ୍ରାମ ନିକଟରେ ଡ୍ରୋନ୍‌ ଉଡ଼ୁଥିବା ଜଣାପଡ଼ିବା ପରେ ଉକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି ହେବା ସହ ଜବାବୀ ପଦକ୍ଷେପ ନିଆଯାଇଥିଲା। ପୁଞ୍ଚ୍‌ ଜିଲାର ଡେଗଓ୍ବାର ଗ୍ରାମ ଉପରେ ଡ୍ରୋନ୍‌ ଭଳି ବସ୍ତୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଉଡ଼ୁଥିବା ଦେଖାଯାଇଥିଲା। ଏହାକୁ ଖସାଇବା ପାଇଁ ଭାରତୀୟ ସେନା କେତେ ରାଉଣ୍ଡ ଗୁଳି ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାରର ୬ଜଣ

ଚଣ୍ଡିଗଡ଼,୧୫ା୧: ହିମାଚଳପ୍ରଦେଶର ସିର୍‌ମୌର ଜିଲା ଅଧୀନ ତଲଗ୍ନା ଗ୍ରାମରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘରେ ନିଆଁଲାଗି ପରିବାରର ୬ଜଣ ଜଳିଯାଇଛନ୍ତି। ମୃତକଙ୍କ ମଧ୍ୟରେ ୩ଜଣ...

ଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରରେ ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ବୁହାହେଲା ମୃତଦେହ

ଗଜପତି,୧୫।୧(ଗିରିଧାରୀ ପରିଚ୍ଛା): ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲା ଗୁମ୍ମା ବ୍ଲକରୁ ଏକ ଅତ୍ୟନ୍ତ ସ୍ପର୍ଶକାତର ତଥା...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଗଣିତ ଶିକ୍ଷକ

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ ): ଖୋର୍ଦ୍ଧାର ଏକ ସରକାରୀ ଇଂଲିଶ ମିଡିୟମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗୁରୁବାର ଆଦର୍ଶ ଥାନା...

ନବୀନଙ୍କ ଆକ୍ସନକୁ ନେଇ ବିଜୟ କହିଲେ- ମୁଁ ହତବାକ୍‌…

ଭୁବନେଶ୍ୱର,୧୫।୧: ଦଳୀୟ ବିଶୃଙ୍ଖଳାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ୨ ବିଧାୟକଙ୍କୁ ଦଳରୁ ସସ୍‌ପେଣ୍ଡ କରିଛନ୍ତି। ସେମାନଙ୍କ ମଧ୍ୟରେ ବରିଷ୍ଠ...

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଦାବି ତେଜିଲା, ଦାବି ପୂରଣ ନ ହେଲେ…

କୁନ୍ଦୁରା,୧୫।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତର ଶତାଧିକ ଲୋକେ ଗୁରୁବାର କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ। ହାତରେ ଦାବିପତ୍ର ଧରି...

ନୂଆପଡ଼ା ପରେ ଆରମ୍ଭ ହେଲା ବିଜେଡିର ରାଜ୍ୟ ସଭା ଡିଲ୍‌; ନବୀନଙ୍କ ଆକ୍ସନ ପରେ ଏଭଳି କହି ଚର୍ଚ୍ଚାରେ…

ଭୁବନେଶ୍ୱର,୧୫।୧: ନୂଆପଡ଼ା ପରେ ଆରମ୍ଭ ହେଲା ବିଜେଡିର ରାଜ୍ୟ ସଭା ଡିଲ। ସମଝଦାର କୋ ଇଶାରା କାଫି ହୈ। ବିଜେଡିର ୨ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ...

ଖେଳପ୍ରେମୀଙ୍କ ପାଇଁ ଫିଫାର ବଡ଼ ସୂଚନା

ଫ୍ଲୋରିଡ଼ା,୧୫ା୧: ଚଳିତ ବର୍ଷ ହେବାକୁଥିବା ପୁରୁଷ ଫୁଟ୍‌ବଲ ବିଶ୍ୱକପ୍‌ ପାଇଁ ୫୦୦ ନିୟୁତରୁ ଊର୍ଦ୍ଧ୍ୱ ଟିକେଟ ଲାଗି ଅନୁରୋଧ ଆସିଥିବା ଫିଫା ବୁଧବାର ପ୍ରକାଶ କରିଛି।...

ଗାଁକୁ ନାହିଁ ରାସ୍ତା: ଖଟିଆରେ ବୁହାହେଲେ ଗର୍ଭବତୀ

କେନ୍ଦୁଝର,୧୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଏବେ ମଧ୍ୟ ଅନେକ ଗ୍ରାମ, ସାହିକୁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଗ୍ରାମକୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri