ସ୍ଥଗିତ ହେଲା ସ୍ବତନ୍ତ୍ର OTET ପରୀକ୍ଷା

ଭୁବନେଶ୍ୱର,୨୦ା୭: ଆଜି ଅର୍ଥାତ୍‌ ରବିବାର ହେବାକୁ ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ ରହିଛି। ପେପର୍‌-୧ ଓ ପେପର୍‌-୨ ପରୀକ୍ଷା ସ୍ଥଗିତ ରହିଛି। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପରୀକ୍ଷା ପାଇଁ ବୋର୍ଡ ନୂଆ ତାରିଖ ଘୋଷଣା କରିବ।

Share
Tags: OTET Exam