Posted inଜାତୀୟ

Operation Sindoor: ଅପରେଶନ ସିନ୍ଦୂରକୁ ନେଇ ବଡ଼ ବୟାନ ଦେଲେ ମୁସଲମାନ ମନ୍ତ୍ରୀ, କହିଲେ ମୋଦି ଯଦି ମୋତେ ଅନୁମତି ଦିଅନ୍ତି…

ବେଙ୍ଗାଲୁରୁ,୯।୫: ପାକିସ୍ତାନର ଆକ୍ରମଣ ଏବଂ ଭାରତର ପ୍ରତିଶୋଧ ମଧ୍ୟରେ, କର୍ନାଟକର ମନ୍ତ୍ରୀ ବିଜେଡ ଜମିର ଅହମ୍ମଦ ଏକ ବଡ଼ ବୟାନ ଦେଇଛନ୍ତି। କର୍ନାଟକ ଗୃହ ମନ୍ତ୍ରୀ ବିଜେଡ ଜମିର ଅହମ୍ମଦ ସମ୍ବାଦ ସଂସ୍ଥା ଏଏନଆଇକୁ କହିଛନ୍ତି ଯେ ମୁଁ ଦେଶ ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ।
ସେ କହିଥିଲେ, ‘ଯଦି କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦି ମୋତେ ଅନୁମତି ଦିଅନ୍ତି, ତେବେ ମୁଁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ହୋଇ ପାକିସ୍ତାନ ଯିବାକୁ ପ୍ରସ୍ତୁତ ଏବଂ ମୁଁ ମୋର କଥାରେ ସମ୍ପୂର୍ଣ୍ଣ ଅଟଳ।’
କର୍ନାଟକ ମନ୍ତ୍ରୀ ଜମିର ଅହମ୍ମଦଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତୀୟ ସେନା ନିୟନ୍ତ୍ରଣ ରେଖା (LOC) ଏବଂ ପାକିସ୍ତାନ ସୀମା ପାଖରେ ଥିବା ଅଞ୍ଚଳରେ ପାକିସ୍ତାନ ଦ୍ୱାରା କରାଯାଇଥିବା ଆକ୍ରମଣର ଉଚିତ ଜବାବ ଦେବାରେ ବ୍ୟସ୍ତ।
ଭାଜପା ଦ୍ୱାରା ଟାର୍ଗେଟ କରାଯିବାର ପ୍ରଶ୍ନରେ ମନ୍ତ୍ରୀ ଜମିର ଅହମ୍ମଦ କହିଛନ୍ତି, ‘ମୁସଲମାନମାନଙ୍କୁ ଟାର୍ଗେଟ କରିବା ବ୍ୟତୀତ ଭାରତୀୟ ଜନତା ପାର୍ଟିରେ ଆଉ କଣ ଅଛି? ଆମକୁ ନିଜକୁ ଆଉ କେତେ ପ୍ରମାଣ କରିବାକୁ ପଡିବ?’ ସେ କହିଥିଲେ ଯେ ପାକିସ୍ତାନ ଏବଂ ଆମର କୌଣସି ସମ୍ପର୍କ ନାହିଁ। ସେମାନେ ଭାରତର ମୁସଲମାନମାନଙ୍କୁ ମଧ୍ୟ ପାକିସ୍ତାନର ଦୃଷ୍ଟିରେ ଦେଖନ୍ତି, କିନ୍ତୁ ଆମର ପାକିସ୍ତାନ ସହିତ କୌଣସି ସମ୍ପର୍କ ନାହିଁ। ଆମେ ପାକିସ୍ତାନକୁ ଘୃଣା କରୁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri