Posted inଜାତୀୟ

ଏସିଆର ସବୁଠୁ ବଡ ବସ୍ତିରେ ଲାଗିଲା କରୋନା ବ୍ରେକ୍‌

ମୁମ୍ବାଇ,୮।୭:ମୁମ୍ବାଇରେ ଅବସ୍ଥିତ ଏସିଆର ସବୁଠୁ ବଡ ବସ୍ତି ଧରାବୀ କରୋନା ସଂକମିତଙ୍କ ସଖ୍ୟା କମିଯାଇଛି। ମଙ୍ଗଳବାର ଏଠାରେ କେବଳ ଗୋଟିଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପ୍ରିଲ ୧ରେ ଧରାବୀରେ କରୋନା ଭାଇରସର ପ୍ରଥମ ଘଟଣା ସାମ୍ନାକୁ ଆସିଥିଲା। ଧରାବୀରେ ପାଖାପାଖି ୬.୫ ଲକ୍ଷ ଲୋକ ବାସ କରନ୍ତି। ୨.୫ କିମି ପର୍ଯ୍ୟନ୍ତ ଏହି ବସ୍ତି ବ୍ୟାପିଛି। ମୁମ୍ବାଇରେ ମଙ୍ଗଳବାର ଗୋଟିଏ ଦିନରେ ୩୧୩୪ କେରାନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଏହି ବସ୍ତି ଅଞ୍ଚଳରେ ମାତ୍ର ଜଣେ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ଧରାବୀରେ ୨,୩୩୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୧,୭୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ମହାରାଷ୍ଟ୍ର ମୋଟ କରୋନା ଆକ୍ରାନ୍ତଙ୍କ ସଖ୍ୟା ବୃଦ୍ଧି ପାଇଁ ୨,୧୭,୧୨୧ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ରାଜ୍ୟରେ ୯୨୫୦ ଜଣ କରୋନାରେ ମୃତ୍ୟୁବରଣ କଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବେଶିକା ପରୀକ୍ଷା ଦେବାକୁ ଯାଇଥିବା ୨ଜଣ ଛାତ୍ର କରୋନା ପଜିଟିଭ୍‌: ଚିନ୍ତାରେ ପ୍ରଶାସନ

ଥିରୁଭାନନ୍ତପୁରମ,୨୧।୭: କେରଳ ଇଞ୍ଜିନିୟରିଂ ଆର୍କିଟେକ୍‌ଚର ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିବା ଥିରୁଭାନନ୍ତପୁରମର ୨ଜଣ ଛାତ୍ର ଓ ଜଣେ ଅଭିଭାବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨ଜଣ...

ତେଜସ୍‌ର ବଢ଼ିବ ଶକ୍ତି, ସାମିଲ ହେବ ହାମର କ୍ଷେପଣାସ୍ତ୍ର…

ନୂଆଦିଲ୍ଲୀ,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ଦେଶର ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରିବା ଲାଗି ବାୟୁସେନାରେ ଫ୍ରାନ୍ସ ନିର୍ମିତ ହାମର...

ଗାନ୍ଧୀ ପରିବାର ନିଜକୁ ତିସମାର ଖାନ୍ ଭାବୁଛନ୍ତି: ନଟୱର ସିଂ

ନୂଆଦିଲ୍ଲୀ,୧ ।୧୦: କଂଗ୍ରେସର ଅସନ୍ତୁଷ୍ଟ ଜି-୨୩ ସଦସ୍ୟଙ୍କ ମଧ୍ୟରୁ ମନିଷ ତିୱାରୀ ଓ କପିଲ ସିବଲଙ୍କ ପରେ ଏବେ ପୂର୍ବତନ ବୈଦେଶିକମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ...

ଅକ୍ଷୟ କୁମାର ଉତ୍ତରାଖଣ୍ଡର ବ୍ରାଣ୍ଡ୍‌ ଆମ୍ବାସାଡର ହେବାକୁ ରାଜି

ନୂଆଦିଲ୍ଲୀ,୭।୨: ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍‌ ଆମ୍ବାସାଡର’ ଭାବେ କାର୍ଯ୍ୟ କରିବାକୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ରାଜିହୋଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ଟୁଇଟ୍‌ କରି...

ଉପରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୨।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଦିଲ୍ଲୀ ଏମସିଡି ମେୟର ନିର୍ବାଚନକୁ ନେଇ ଉତ୍ତେଜନା ଏ ପର୍ଯ୍ୟନ୍ତ...

ନିଜ ଭାଷାର ଅଧିକ ବ୍ୟବହାର କଲେ ଦେଶ ହେବ ସମୃଦ୍ଧ: ଶାହା…

ନୂଆଦିଲ୍ଲୀ,୨୧।୨ : ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାତୃଭାଷା ସହିତ ଯୋଡିହେବା ଏବଂ ଏହାକୁ...

ଓମିକ୍ରନ୍ ଭୟରେ ଗାଁ ଲୋକେ ଲଗାଇଲେ ଲକ୍‌ଡାଉନ

ହାଇଦ୍ରାବାଦ,୨୪ ।୧୨: ସାରା ବିଶ୍ୱରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆମ ଦେଶରେ ବି ଏହି ସଂଖ୍ୟା ଏବେ ପାଖାପାଖି ୩୦୦ ଛୁଇଁବାକୁ...

ପଶୁଙ୍କ ଠାରୁ ପାଣିରେ ବ୍ୟାପୁଛି ନୂଆ ଭାଇରସ

ଥିରୁଭାନନ୍ତପୁରମ,୧୩।୧୧: କରୋନା ଭାଇରାସ ପରେ ଡରାଇଲାଣି ନୋରୋ ଭାଇରସ। ପଶୁଙ୍କ ଠାରୁ ପାଣି ଓ ଖାଦ୍ୟ ମାଧ୍ୟମରେ ବ୍ୟାପୁଥିବା ଏହି ଭାଇରସ କେରଳର ଓ୍ବେନାଡ ଜିଲାରେ...

Advertisement
Archives

Model This Week