ଓଲିଙ୍କ ବିବାଦୀୟ ମନ୍ତବ୍ୟ: ଶ୍ରୀରାମ ନେପାଳୀ

କାଠମାଣ୍ଡୁ, ୧୪।୭: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି। ଚାଇନା ଏବଂ ପାକିସ୍ତାନର ସମର୍ଥକ ପାଲଟି ଥିବା ଓଲି ଏବେ ଭାରତୀୟଙ୍କୁ ଆଘାତ ଦେବାଭଳି କଥା କହିଛନ୍ତି। ଏଭଳି କରି ଓଲି ହରଡ଼ଘଣାରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ନିବାସରେ ଭାନୁ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଲି କହିଛନ୍ତି ଯେ, ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ନେପାଳରେ ରହିଛି। ତେଣୁ ଶ୍ରୀରାମ ହେଉଛନ୍ତି ନେପାଳୀ।  ଉତ୍ତରପ୍ରଦେଶର ଅଯୋଧ୍ୟା ଶ୍ରୀରାମଙ୍କ ଜନ୍ମସ୍ଥାନ ନୁହେଁ। ଶ୍ରୀରାମଙ୍କ ଜନ୍ମ ନେପାଳର ବାଲ୍ମୀକି ଆଶ୍ରମ ନିକଟରେ ହୋଇଥିବା ଓଲି ଯୁକ୍ତି ଦର୍ଶାଇଛନ୍ତି। ଓଲିଙ୍କ ଏଭଳି ମନ୍ତବ୍ୟକୁ ନେପାଳରେ ମଧ୍ୟ ବିରୋଧ କରାଯାଇଛି। ନେପାଳର ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ପକ୍ଷରୁ ଓଲିଙ୍କୁ ମଧ୍ୟ ବିରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଏପ୍ରିଲରୁ ୨୦ ପର୍ଯ୍ୟନ୍ତ ବନ୍ଦ ରହିବ ଏହି ଦେଶର ଅନ୍ତର୍ଜାତୀୟ ବିମାନ ଉଡ଼ାଣ

ଢାକା,୧୨।୪: ବାଂଲାଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଚାଲିଛି। ଏହି ସଙ୍କଟ ସମୟରେ ବାଂଲାଦେଶ ସରକାର ଗୋଟିଏ ସପ୍ତାହ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି...

ଭାରତ ସହ କଥାହେବାକୁ ବ୍ୟଗ୍ର ହେଉଛି ପାକିସ୍ତାନ: ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ

ଇସଲାମାବାଦ,୮।୬: ସୁଧୁରିନି ପାକିସ୍ତାନ। ଗୋଟିଏ ପଟେ ସୀମାରେ ଲଗାତାର ଭାବେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ବେଳେ ଅନ୍ୟପଟେ ଭାରତ ସହ ଆଲୋଚନା ପାଇଁ...

କରୋନା ଭୟ: ରାସ୍ତାରେ ଶୋଉଥିବା ଲୋକଙ୍କୁ ୫-ଷ୍ଟାର ହୋଟେଲରେ ରଖିବେ ସରକାର

କାନବେରା,୩୧।୩: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳିଯାଇଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ସବୁ ଦେଶ ଭିନ୍ନ ଭିନ୍ନ ଉପାୟରେ ଉଦ୍ୟମ ଚଳାଇଛନ୍ତି।...

ନ୍ୟୁଜିଲାଣ୍ଡରେ ପୁଣି ଆର୍ଡେର୍ନ ସରକାର

ଅକ୍‌ଲ୍ୟାଣ୍ଡ, ୧୮ା୧୦: ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ତଥା ଲିବରାଲ ଲେବର ପାର୍ଟି ନେତା ଜାସିଣ୍ଡା ଆର୍ଡେର୍ନ (୪୦) ନିର୍ବାଚନରେ ପୁଣି ଥରେ ବିଜୟୀ ହୋଇଛନ୍ତି। ତାଙ୍କ ଦଳକୁ...

ଯୁଦ୍ଧ ଜାରି ରହିବ

କିଭ୍‌/ମସ୍କୋ,୧୩ା୩: ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ୟୁକ୍ରେନର ପୂର୍ବ ଡୋନେଟସ୍କ ଅଞ୍ଚଳରେ ଯୁଦ୍ଧ ଜାରି ରହିବ। ସେ ୨୪ ଘଣ୍ଟା ମଧ୍ୟରେ ୨୨୦ ୟୁକ୍ରେନ ସୈନିକଙ୍କୁ...

୪୨ ପଇସା ନ ଫେରାଇବାରୁ ଦୋକାନୀ ନାଁରେ ମାମଲା କରି ଖର୍ଚ୍ଚ ହେଲା ୫୧୮ ଟଙ୍କା

ବେଜିଂ,୨୭।୪: ମାମଲା ଯେ ବେଳେ ବେଳେ ବ୍ୟକ୍ତିଙ୍କୁ କେତେ ଖର୍ଚ୍ଚାନ୍ତ କରାଏ ତାହା ଏବେ ଏହି ଖବରରୁ ସ୍ପଷ୍ଟ ହୋଇଛି। ସୂଚନା ଅନୁଯାୟୀ, ଚାଇନା ସୁପର...

ଇଟାଲୀକୁ ଟପି ୪ର୍ଥ ସ୍ଥାନରେ ରୁଷିଆ

ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୧୨ା୫: ବିଗିିଡ଼ିବାରେ ଲାଗିଛି କରୋନା ସ୍ଥିତି। ବିଶ୍ୱକୁ ଥରହର କରି ଆତଙ୍କର ବାତାବରଣ ସୃଷ୍ଟିକରିଛି ଏହି ମହାମାରୀ ଭୂତାଣୁ। ସୋମବାର ସୁଦ୍ଧା ବିଶ୍ୱରେ ସଂକ୍ରମିତଙ୍କ...

ନିଃଶ୍ୱାସ ନେବା ହେବ କଷ୍ଟକର! ପୃଥିବୀରେ ୧ ପ୍ରତିଶତରୁ କମ ଶୁଦ୍ଧ ପବନ: ରିପୋର୍ଟ…

ମେଲବୋର୍ନ/ବେଜିଂ,୮।୩ : ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପୃଥିବୀରେ ଏକ ପ୍ରତିଶତରୁ ପ୍ରଦୂଷଣମୁକ୍ତ ଶୂଦ୍ଧ ବାୟୁ ରହିଛି। ଫଳରେ ଆଗାମୀ ଦିନରେ ନିଃଶ୍ୱାସ ପ୍ରଶ୍ୱାସ ନେବା...

Advertisement
Archives

Model This Week