ଆଜି ପ୍ରକାଶ ପାଇବ OJEE ରେଜଲ୍ଟ

ଭୁବନେଶ୍ୱର,୧୦।୬: ମଙ୍ଗଳବାର ପ୍ରକାଶ ପାଇବ OJEE-୨୦୨୫ ରେଜଲ୍ଟ। ସନ୍ଧ୍ୟା ୫ରୁ ୬ ମଧ୍ୟରେ ଆସିବ ରେଜଲ୍ଟ। ଶିଳ୍ପମନ୍ତ୍ରୀ ଆନୁଷ୍ଠାନିକ ଭାବେ OJEE-୨୦୨୫ ରେଜଲ୍ଟ ଘୋଷଣା କରିବେ। ojee.nic.in ୱେବ୍‌ସାଇଟ୍‌ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍‌ କାର୍ଡ ପାଇପାରିବେ।