
କଟକ କଳା ବିକାସ କେନ୍ଦ୍ର ଅଡିଟୋରିୟମରେ କଟକ ମହୋତ୍ସବ ଉଦ୍ଯାପନୀ ସମାରୋହରେ ନୃତ୍ୟଶିଳ୍ପୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ସାଂସ୍କୃତିକ ଏବଂ ଥିଏଟର ଏକାଡେମୀ ପକ୍ଷରୁ ଆୟୋଜିତ ନାଟକ “ସିଦ୍ଧାନ୍ତ”


