ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୧୮, ୨୦୨୩ )

ଭକ୍ତମାନେ କଟକସ୍ଥିତ ଅଷ୍ଟଶମ୍ଭୁ ଶିବ ମନ୍ଦିରରେ ଏକ ବିଶାଳ ମାଟି ଦୀପରେ ଘିଅ ରଖୁଛନ୍ତି

କଟକଠାରେ ରେଳ ଫାଟକ ପଡ଼ିଲାପରେ ବି ଲୋକମାନେ ଗଳି ଯାଉଛନ୍ତି

ଭକ୍ତମାନେ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ କଟକସ୍ଥିତ ଅମରେଶ୍ୱର ମନ୍ଦିରରେ ଭିଡ଼ ଜମାଇଛନ୍ତି

 

ମହା ଶିବରାତ୍ରୀ ଉପଲକ୍ଷେ କଟକସ୍ଥିତ ଚାଟଶ୍ୱର ଶିବ ମନ୍ଦିରରେ ଭକ୍ତମାନେ ଧାଡ଼ି ବାନ୍ଧିଛନ୍ତି

 

ମହା ଶିବରାତ୍ରୀ ଉପଲକ୍ଷେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗିଛି

ସମସ୍ତ ବୟସ ବର୍ଗର ଲୋକମାନେ ଭୁବନେଶ୍ୱରର ବ୍ରହ୍ମେଶ୍ୱର ମନ୍ଦିରରେ ଭଗବାନ ଶିବଙ୍କୁ ପୂଜା କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୩ ମାର୍ଚ୍ଚ, ୨୦୨୬ )

ପୁରୀରେ ପବିତ୍ର ଦୋଳଯାତ୍ରା ଅବସରରେ ଦୋଳଗୋବିନ୍ଦଙ୍କ ସହ ଭୂଦେବୀ ଓ ଶ୍ରୀଦେବୀଙ୍କର ଦୋଳମଣ୍ଡପକୁ ଶୋଭାଯାତ୍ରାରେ ବିଜେ         ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟ…

ଓଡ଼ିଶା: ଆଜିର ଫଟୋ ( ୨ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱରରେ ମାଟ୍ରିକ୍ ପରୀକ୍ଷା ସରିବା ପରେ, ପରୀକ୍ଷାର୍ଥୀମାନେ ସେମାନଙ୍କ କେନ୍ଦ୍ର ସମ୍ମୁଖରେ ହୋଲି ପାଳନ କରୁଛନ୍ତି       କଟକ ନୟାସଡକ ଅଂଚଳରେ ମାରୱାଡି ମହିଳାଙ୍କ…

ଓଡ଼ିଶା: ଆଜିର ଫଟୋ ( ୧ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମରେ ISL ମ୍ୟାଚ୍: ଓଡିଶା ଏଫସି ବନାମ ଚେନ୍ନାଇଇନ୍ ଏଫସି       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ପରିବେଷିତ ଡ୍ରାମା, ‘କୋଣାର୍କ ଆଖିର…

ଓଡ଼ିଶା: ଆଜିର ଫଟୋ ( ୨୮ ଫେବୃଆରୀ, ୨୦୨୬ )

ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଜାତୀୟ ବିଜ୍ଞାନ ଦିବସ ପାଳନ       ପୁରୀ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ମହାପ୍ରଭୁ ବେଣ୍ଟ ନୀତି…

ଓଡ଼ିଶା: ଆଜିର ଫଟୋ ( ୨୭ ଫେବୃଆରୀ, ୨୦୨୬ )

ଫଗୁ ଦଶମୀ ଅବସରରେ ଦୋଳଗୋବିନ୍ଦଙ୍କ ସହ ଭୁଦେବୀ ଶ୍ରୀଦେବୀଙ୍କ ସହ ନୀତି ପାଇଁ ଯାଉଛନ୍ତି ରଙ୍ଗଶାଳା ପକ୍ଷରୁ ପୁରୀ ଅର୍ଣ୍ଣପୁର୍ଣ୍ଣ ରଙ୍ଗମଞ୍ଚ ପକ୍ଷରୁ ନାଟକ ଉଲ୍ଲୁପୀର ଏକ ଦୃଶ୍ୟ

ଓଡ଼ିଶା: ଆଜିର ଫଟୋ ( ୨୫ ଫେବୃଆରୀ, ୨୦୨୬ )

ଚାଷୀମାନେ ଭୁବନେଶ୍ୱରର OUATରେ ନୂତନ ଅମଳ ହୋଇଥିବା ବେବି କର୍ଣ୍ଣକୁ ସଜାଡୁଛନ୍ତି     କଟକ ବାରବାଟି ଷ୍ଟାଡିୟମରେ ଏସିଆନ୍ ଡିଫ୍ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ…

ଓଡ଼ିଶା: ଆଜିର ଫଟୋ ( ୨୪ ଫେବୃଆରୀ, ୨୦୨୬ )

ରାଜଧାନୀ ଭୁବନେଶ୍ୱରରେ ବର୍ଷା     ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ISL ମ୍ୟାଚ୍: ଓଡ଼ିଶା ଏଫସି ବନାମ ଇଣ୍ଟର କାଶୀ       ଭୁବନେଶ୍ୱର ରବୀନ୍ଦ୍ର…

ଓଡ଼ିଶା: ଆଜିର ଫଟୋ (୨୩ ଫେବୃଆରୀ, ୨୦୨୬ )

ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି କରି ପୁନର୍ବାର କଲେଜ ପରିସରରେ ଧରଣାରେ ବସିଲେ ଛାତ୍ରୀମାନେ ସୋମବାର ଭୁବନେଶ୍ୱରର ରାମ ମନ୍ଦିର ନିକଟରେ ଆୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri