ଓଡ଼ିଶା: ଆଜିର ଫଟୋ ( ୨୯ ଅକ୍ଟୋବର, ୨୦୨୫ )

ପୁରୀ ବେଳାଭୂମୀରେ ବାତ୍ୟା ଭୟ ଟଳିବା ପରେ ସ୍ୱାଭାବିକ ଅବସ୍ଥା

 

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆଳାପ ସାଂସ୍କୃତିକ ଟ୍ରଷ୍ଟ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ଶାସ୍ତ୍ରୀୟ ଗୀତ କାର୍ଯ୍ୟକ୍ରମ

 

 

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲର ଅନ୍ତେବାସୀ ଝାଡା ବାନ୍ତିରେ ଆକ୍ରାନ୍ତ ହେବା ପରେ ଏସସିବି ମେଡିକାଲରେ ଚିକିତ୍ସା ହେଉଛନ୍ତି

 

👉 Follow Dharitri – Odisha’s No.1 Trusted Odia Daily 📰✨

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୬ ମାର୍ଚ୍ଚ, ୨୦୨୬ )

ଶୁକ୍ରବାର ଲଳିତକଳା ଏକାଡେମୀରେ କେତକି ଫାଉଣ୍ଡେସନ୍ ପକ୍ଷରୁ ” Let a Thousand flowers Bloom” କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି ଶୁକ୍ରବାର ସୁଶମା ସଙ୍ଗୀତ ସଦନ…

ଓଡ଼ିଶା: ଆଜିର ଫଟୋ (୫ ମାର୍ଚ୍ଚ, ୨୦୨୬ )

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଭବନରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ରାଜ୍ୟସ୍ତରୀୟ ଭାବେ ପାଳନ କରାଯାଇଛି ଲିଙ୍ଗରାଜ ମନ୍ଦିର…

ଓଡ଼ିଶା: ଆଜିର ଫଟୋ ( ୪ ମାର୍ଚ୍ଚ, ୨୦୨୬ )

କଟକରେ ରଙ୍ଗର ପର୍ବ ହୋଲିର ଆସର   ବ୍ରହ୍ମପୁରରେ ହୋଲି ଖେଳ

ଓଡ଼ିଶା: ଆଜିର ଫଟୋ ( ୩ ମାର୍ଚ୍ଚ, ୨୦୨୬ )

ପୁରୀରେ ପବିତ୍ର ଦୋଳଯାତ୍ରା ଅବସରରେ ଦୋଳଗୋବିନ୍ଦଙ୍କ ସହ ଭୂଦେବୀ ଓ ଶ୍ରୀଦେବୀଙ୍କର ଦୋଳମଣ୍ଡପକୁ ଶୋଭାଯାତ୍ରାରେ ବିଜେ         ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟ…

ଓଡ଼ିଶା: ଆଜିର ଫଟୋ ( ୨ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱରରେ ମାଟ୍ରିକ୍ ପରୀକ୍ଷା ସରିବା ପରେ, ପରୀକ୍ଷାର୍ଥୀମାନେ ସେମାନଙ୍କ କେନ୍ଦ୍ର ସମ୍ମୁଖରେ ହୋଲି ପାଳନ କରୁଛନ୍ତି       କଟକ ନୟାସଡକ ଅଂଚଳରେ ମାରୱାଡି ମହିଳାଙ୍କ…

ଓଡ଼ିଶା: ଆଜିର ଫଟୋ ( ୧ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମରେ ISL ମ୍ୟାଚ୍: ଓଡିଶା ଏଫସି ବନାମ ଚେନ୍ନାଇଇନ୍ ଏଫସି       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ପରିବେଷିତ ଡ୍ରାମା, ‘କୋଣାର୍କ ଆଖିର…

ଓଡ଼ିଶା: ଆଜିର ଫଟୋ ( ୨୮ ଫେବୃଆରୀ, ୨୦୨୬ )

ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଜାତୀୟ ବିଜ୍ଞାନ ଦିବସ ପାଳନ       ପୁରୀ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ମହାପ୍ରଭୁ ବେଣ୍ଟ ନୀତି…

ଓଡ଼ିଶା: ଆଜିର ଫଟୋ ( ୨୭ ଫେବୃଆରୀ, ୨୦୨୬ )

ଫଗୁ ଦଶମୀ ଅବସରରେ ଦୋଳଗୋବିନ୍ଦଙ୍କ ସହ ଭୁଦେବୀ ଶ୍ରୀଦେବୀଙ୍କ ସହ ନୀତି ପାଇଁ ଯାଉଛନ୍ତି ରଙ୍ଗଶାଳା ପକ୍ଷରୁ ପୁରୀ ଅର୍ଣ୍ଣପୁର୍ଣ୍ଣ ରଙ୍ଗମଞ୍ଚ ପକ୍ଷରୁ ନାଟକ ଉଲ୍ଲୁପୀର ଏକ ଦୃଶ୍ୟ

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri