ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଶ୍ରୀ ଲିଙ୍ଗରାଜ ମହୋତ୍ସବର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ

କଟକ ବାଲି ଯାତ୍ରା ଉପର ପଡ଼ିଆରେ ଚାଲିଥିବା କଟକ ବୈଶାଖୀ ବାଣିଜ୍ୟ ମେଳାରେ ଲୋକଙ୍କ ଗହଳି
ପୁରୀ ସାହି ଯାତ ଅବସରରେ ହରଚଣ୍ଡୀ ସାହିର ଯୁବକ ପର୍ଶୁରାମ ବେଶରେ ନୃତ୍ୟ କରି ସାହି ପରିକ୍ରମା କରୁଛନ୍ତି

