ଓଡ଼ିଶା: ଆଜିର ଫଟୋ ( ୨୬ ଜୁଲାଇ, ୨୦୨୪ )

ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀର କିଶୋର ରାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଚିଫ ଜଷ୍ଟିସ ଚକ୍ରଧାରି ଶରଣ ସିଂଙ୍କ ସମେତ ହାଇକୋର୍ଟର ବିଚାରପତି ଓ ଆଇନଜୀବୀ ବୃନ୍ଦ

 

କଟକସ୍ଥିତ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଚିତ୍ରକଳା ଓ ବିଜ୍ଞାନ ପ୍ରଦର୍ଶନୀ ବୁଲି ଦେଖୁଥିବା ଛାତ୍ରୀଛାତ୍ରମାନେ

 

କଟକ କିଲ୍ଲା ଫୋର୍ଟ ସ୍ଥିତ ମ୍ୟୁଜିଅମ ଅଫ ଜଷ୍ଟିସ ପରିସରରେ କାଫେଟେରିଆକୁ ଚିଫ ଜଷ୍ଟିସ ଚକ୍ରଧାରି ଶରଣ ସିଂ ଉପସ୍ଥିତ ବିଚାରପତିଙ୍କ ଗହଣରେ ଉଦଘାଟନ କରୁଛନ୍ତି

ନର୍ଦ୍ଦମା ଜଳରେ ଭର୍ତ୍ତି ହୋଇଯାଇଛି ପୁରୀ ଅଠର ନଳା ମୂଷା ନଈ

ଭୁବନେଶ୍ୱର ରେଲୱେ ଷ୍ଟେସନରେ ମାଲବାହୀ ଗାଡ଼ି ଲାଇନଚ୍ୟୁତ

 

ଭୁବନେଶ୍ୱରରେ ୱାର୍ଲଡ ଟ୍ରେଡ଼ ସେଣ୍ଟର ପକ୍ଷରୁ ଆୟୋଜିତ ‘ୱାର୍ଲଡ ଟ୍ରେଡ଼ ଡେ’ ପାଳନ ଅବସରରେ ଯୋଗ ଦେଇଛନ୍ତି ଡେପୁଟି ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୯ ଜାନୁଆରୀ, ୨୦୨୬ )

ପୁରୀରେ ମହାପ୍ରଭୁଙ୍କ ପାଇଁ ପଦ୍ମ ବେଶ ପ୍ରସ୍ତୁତ କରାଯାଉଛି       ହକୀ ଇଣ୍ଡିଆ ଲିଗ୍ – ରାଞ୍ଚୀ ରୟଲ୍ ବନାମ୍ HIL GC...

ଓଡ଼ିଶା: ଆଜିର ଫଟୋ ( ୧୮ ଜନୁଆରୀ, ୨୦୨୬ )

ରାଜରାଣୀ ମନ୍ଦିର ପ୍ରାଙ୍ଗଣରେ ରାଜାରାଣୀ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ ତ୍ରିବେଣୀ ଅମାବାସ୍ୟା ଅବସରରେ ଅମାବାସ୍ୟା ନାରାୟଣ ମହୋଦାଧିକୁ ବିଜେ କରୁଛନ୍ତି ଆଗକୁ ସରସ୍ୱତୀ ପୂଜା, ନୟାପାଲି...

ଓଡ଼ିଶା: ଆଜିର ଫଟୋ (୧୬ ଜାନୁଆରୀ ୨୦୨୬)

 ଶୁକ୍ରବାର ରାଜରାଣୀ ମନ୍ଦିରରେ ରାଜରାଣୀ ସଙ୍ଗୀତ ଉତ୍ସବର ଉଦଘାଟନୀ ସାରଳା ଭବନରେ Natasutra Research Public Charitable Trust ପକ୍ଷରୁ ଆୟୋଜିତ ନାତସୁତ୍ର ଶାସ୍ତ୍ରୀୟ ନୃତ୍ୟ...

ଓଡ଼ିଶା: ଆଜିର ଫଟୋ (୧୫ ଜନୁଆରୀ, ୨୦୨୬ )

ଶିଶିର ସରସ ପାଇଁ ଆଲୋକରେ ସଜାହୋଇଛି ଏକ୍ସିବିସନ୍ ଗ୍ରାଉଣ୍ଡ ରୋଡ଼ ସାଲିଆ ସାହି ଅଞ୍ଚଳର ଖୋଲା ନାଳାର ଦୟନୀୟ ଅବସ୍ଥା, ଆଜି ଜଣେ ପଡ଼ି ବ୍ୟକ୍ତିଙ୍କ...

ଓଡ଼ିଶା: ଆଜିର ଫଟୋ (୧୪ ଜାନୁଆରୀ ୨୦୨୬)

ପୁରୀ ରାଧାବଲ୍ଲଭ ମଠରେ ମକର ଚାଉଳ ପ୍ରସ୍ତୁତ କରାଯାଇ ମକର ଉତ୍ସବ ପାଳନ କରାଯାଉଛି       ଗଞ୍ଜାମରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ପବିତ୍ର...

ଓଡ଼ିଶା: ଆଜିର ଫଟୋ (୧୩ ଜାନୁଆରୀ ୨୦୨୬)

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଜଳସଂପଦ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ବାର୍ଷିକ ଉତ୍ସବରେ ପରିବେସିତ ନାଟକ “ଘୁଙ୍ଗୁର ପିନ୍ଧିବା ମନା”     କଟକ ବିଡାନାସୀ...

ଓଡ଼ିଶା: ଆଜିର ଫଟୋ (୧୨ ଜନୁଆରୀ, ୨୦୨୬ )

ORMAS ଦ୍ୱାରା ଆୟୋଜିତ ଶିଶିର ସରସ କାର୍ଯ୍ୟକ୍ରମ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଯାଇଛି ବନ୍ଦେ ମାତରମ୍ ସଙ୍ଗୀତର ୧୫୦ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ତୁଳସୀପୁର...

ଓଡ଼ିଶା: ଆଜିର ଫଟୋ (୧୦ ଜାନୁଆରୀ ୨୦୨୬)

ରବୀନ୍ଦ୍ର ମଣ୍ଡପରେ ଶୁକ୍ରବାର ଗୁରୁ କେଳୁଚରଣ ମହାପାତ୍ରଙ୍କ ଜନ୍ମଜୟନ୍ତୀ ଅବସରରେ ଦ୍ୱିତୀୟ ଦିନର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପାଳିତ ହୋଇଥିଲା ଶୁକ୍ରବାର RPRC ରେ ବାର୍ଷିକ ଫୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri