ଓଡ଼ିଶା: ଆଜିର ଫଟୋ (୨୪ ଅକ୍ଟୋବର, ୨୦୨୪ )

ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷା

 

ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରର ରାସ୍ତାଘାଟ ଜନଶୂନ୍ୟ

 

ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ବାତ୍ୟା ‘ଦାନା’ ପାଇଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲାର ଜିଲାପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ

 

ବାତ୍ୟା ‘ଦାନା’ ପାଇଁ ଭୁବନେଶ୍ୱରସ୍ଥିତ ରେଡକ୍ରସ ଭବନରେ ରେଡକ୍ରସ ପକ୍ଷରୁ ରିଲିଫ ସାମଗ୍ରୀ ପ୍ରସ୍ତୁତ କରାଯାଉଛି

 

 

ବାତ୍ୟା ‘ଦାନା’ ପାଇଁ ଭୁବନେଶ୍ୱରସ୍ଥିତ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଥିବା ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକୁ ବୁଲି ଦେଖୁଛନ୍ତି ବିଧାୟକ ବାବୁ ସିଂ

 

ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ କଟକ ଖାନନଗରସ୍ଥିତ ନେତାଜୀ ବସ ଟର୍ମିନାଲ ଖାଁ ଖାଁ ଅନୁଭୂତ

 

କଟକ ରେଳଷ୍ଟେସନ ଖାଁ ଖାଁ ଅନୁଭୂତ

 

ବାତ୍ୟା ‘ଦାନା’ ପାଇଁ କଟକ ସହରର ବିଭିନ୍ନ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି

 

ବାତ୍ୟା ‘ଦାନା’ ପାଇଁ କଟକ ଶେଲଟର ଛକସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ଆଶ୍ରୟ ନେଇଛନ୍ତି ଲୋକମାନେ

 

କଟକ ତୁଳସୀପୁରସ୍ଥିତ ଗୋରାକବର ହାଇସ୍କୁଲ ପରିସରରେ ସାମୟିକ ଆଶ୍ରୟ ନେଇଥିବା ବସ୍ତି ଅଞ୍ଚଳର ଲୋକଙ୍କ ରନ୍ଧାଖାଦ୍ୟ ବଣ୍ଟନ ହୋଇଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୫ ଡିସେମ୍ବର, ୨୦୨୫ )

ଚିଲିକାରେ ପ୍ରବାସୀ ପକ୍ଷୀ       କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା T20 ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍...

ଓଡ଼ିଶା: ଆଜିର ଫଟୋ ( ୩ ଡିସେମ୍ବର, ୨୦୨୫ )

ପୁରୀ ବେଳାଭୂମି ସମୁଦ୍ରରେ ପର୍ଯ୍ୟଟକମାନେ ସ୍ପିଡ ବୋଟରେ ସମୁଦ୍ର ଭ୍ରମଣର ମଜା ନେଉଛନ୍ତି     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡିଶା ନାଟୁଆ ସଂଘ ଦ୍ୱାରା...

ଓଡ଼ିଶା: ଆଜିର ଫଟୋ ( ୨ ଡିସେମ୍ବର , ୨୦୨୫ )

ପୁରୀ ଗୌର ବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ଵାଦଶୀ ଅବସରରେ ୮୭୫ ପ୍ରକାର ବ୍ୟଞ୍ଜନ ଠାକୁରଙ୍କୁ ଭୋଗ ଲଗାଯାଇଛି       କଟକ ବାରବାଟି ଷ୍ଟାଡିୟମ୍‌ର...

ଓଡ଼ିଶା: ଆଜିର ଫଟୋ ( ୨୯ ନଭେମ୍ବର, ୨୦୨୫ )

କଟକ ବାରବାଟୀ ଷ୍ଟାଡିଅମ ଗ୍ରାଉଣ୍ଡର ସୌନ୍ଦର୍ଯ୍ୟକରଣ ପାଇଁ ଘାସ ଉପରେ କେମିକାଲ ଜଳ ସିଞ୍ଚନ କରାଯାଉଛି       କଟକ ବକ୍ସିବଜ଼ାରସ୍ଥିତ ରିଜର୍ଭ ପୋଲିସ...

ଓଡ଼ିଶା: ଆଜିର ଫଟୋ ( ୨୮ ନଭେମ୍ବର , ୨୦୨୫ )

ବିଧାନ ସଭା ପ୍ରଶ୍ନୋତ୍ତର କାଳ

ଓଡ଼ିଶା: ଆଜିର ଫଟୋ ( ୨୭ ନଭେମ୍ବର , ୨୦୨୫ )

ଜୋବ୍ରା ରେଳୱେ ବ୍ରିଜ୍ ତଳେ ମହାନଦୀ ତଟରୁ ନଦୀର ମଧ୍ୟଭାଗକୁ ଛଡ଼ାଯାଉଥିବା ଆବରଜନାପାଣି ବାରବାଟୀ ଷ୍ଟାଡିୟମ୍ ଠାରେ ପାଣି ଛିଞ୍ଚନ କରାଯାଉଛି

ଓଡ଼ିଶା: ଆଜିର ଫଟୋ ( ୨୬ ନଭେମ୍ବର, ୨୦୨୫ )

ଭୁବନେଶ୍ୱର OUATରେ ଜାତୀୟ କ୍ଷୀର ଦିବସ ପାଳନ       ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାରକେଡ୍ ଅଭ୍ୟାସ       ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ ( ୨୫ ନଭେମ୍ବର, ୨୦୨୫ )

ଭେଟେରାନ କଳାକାର ଧମେନ୍ଦ୍ରଙ୍କ ସ୍ମୃତିରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସ୍ୟାଣ୍ଡ ଆନିମେସନ   କଟକ ମଙ୍ଗଳାବାଗ କାଠଗୋଲା ରୋଡରେ ଥିବା ଡାଏଗ୍ନୋଷ୍ଟିକ୍ କେନ୍ଦ୍ରକୁ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri