ଓଡ଼ିଶା: ଆଜିର ଫଟୋ ( ୧ ନଭେମ୍ବର, ୨୦୨୫ )

କଟକ ବାଲିଯାତ୍ରା ତଳ ପଡିଆରେ ବାଲିଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୁଳ୍ୟରେ ନାଟ୍ୟଧାରାରେ ନାଟକ “ମଙ୍ଗଳ ଦୋଷ”ର ଦୃଶ୍ୟ

 

 

କଟକ ବାରବାଟୀ ଷ୍ଟାଡିଯମରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଅନୁଷ୍ଠିତ ରଣଜୀ କ୍ରିକେଟ ମ୍ୟାଚର ପ୍ରଥମ ଦିବସ

 

 

 

କଟକ ବିଦ୍ୟାଧରପୁର ଅଂଚଳରେ ମା କାଳୀଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ବିସର୍ଜନ ପାଇଁ ଶୋଭାଯାତ୍ରାରେ ନିଆଯାଉଛି

 

👉 Follow Dharitri – Odisha’s No.1 Trusted Odia Daily 📰✨

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୬ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା       ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ଏବଂ ଜଳବନ୍ଦୀ       👉 Follow Dharitri…

ଓଡ଼ିଶା: ଆଜିର ଫଟୋ (୨୫ ମାର୍ଚ୍ଚ, ୨୦୨୬ )

କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇଣ୍ଡୋର ଏଥ୍ଲେଟିକ୍ସ ଚ୍ୟାମ୍ପିୟନଶିପର ଅନ୍ତିମ ଦିନରେ ଉତ୍ସାହର ଚୂଡ଼ାନ୍ତ ପର୍ଯ୍ୟାୟ

ଓଡ଼ିଶା: ଆଜିର ଫଟୋ ( ୨୪ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଜାତୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ ଉଦଘାଟିତ       କଟକର ବିଭିନ୍ନ ପୂଜା ମଣ୍ଡପରେ ବାସନ୍ତୀ ଦୁର୍ଗା ମହା ସପ୍ତମୀ…

ଓଡ଼ିଶା: ଆଜିର ଫଟୋ (୨୩ ମାର୍ଚ୍ଚ, ୨୦୨୬ )

ବିଧାନସଭାରେ ବିରୋଧୀଙ୍କ ପ୍ଲାକାର୍ଡ ଧରି ବିକ୍ଷୋଭ।

ଓଡ଼ିଶା: ଆଜିର ଫଟୋ (୨୨ ମାର୍ଚ୍ଚ, ୨୦୨୬ )

କେଭିକେ ଅଡିଟୋରିୟମ୍‌ରେ ସଂସ୍କୃତି ବିହାରର ୬୪ତମ ବାର୍ଷିକ ଉତ୍ସବରେ ମଞ୍ଚସ୍ଥ ଗୀତିନାଟ୍ୟ ‘ଗଜପତି ପୁରୁଷୋତ୍ତମ ଦେବ’

ଓଡ଼ିଶା: ଆଜିର ଫଟୋ ( ୨୧ ମାର୍ଚ୍ଚ, ୨୦୨୬ )

କଟକ ସତିଚୌରାସ୍ଥିତ ଇଦଗାହଠାରେ ପବିତ୍ର ଇଦ୍-ଉଲ୍-ଫିତର ପର୍ବ ପାଳନ ଅବସରରେ ନମାଜ ପାଠ ଅନୁଷ୍ଠିତ     ଭୁବନେଶ୍ୱର ୟୁନିଟ୍-୪ ମସଜିଦରେ ଇଦ୍-ଉଲ୍-ଫିତର ପାଳନ    …

ଓଡ଼ିଶା: ଆଜିର ଫଟୋ ( ୨୦ ମାର୍ଚ୍ଚ, ୨୦୨୬ )

ପବିତ୍ର ଇଦ୍ ପର୍ବ ଅବସରରେ ଦରଘା ବଜାର ସ୍ଥିତ ‘କୁଦମ୍-ଏ-ରସୂଲ୍’ ଆଲୋକ ସଜ୍ଜାରେ ସୁସଜ୍ଜିତ ହୋଇଛି   ବାଲିଯାତ୍ରା ତଳ ପଡିଆରେ ଆୟୋଜିତ ଜିଲାସ୍ତରୀୟ ପୁସ୍ତକ ମେଳାର…

ଓଡ଼ିଶା: ଆଜିର ଫଟୋ (୧୭ ମାର୍ଚ୍ଚ, ୨୦୨୬ )

କଳିଙ୍ଗ ଷ୍ଟାଡିୟମ୍‌ରେ ଗୁରୁବାର ୨୪ତମ ଜାତୀୟ ପାରା ଏଥ୍ଲେଟିକ୍ସ ଚ୍ୟାମ୍ପିୟନଶିପ୍‌ ଆୟୋଜିତ ପାନ୍ଥନିବାସରେ ଓଟିଡିସି ପକ୍ଷରୁ ପଖାଳ ଦିବସ ପାଳନ ପାଳନ

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri