ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୯, ୨୦୨୧)

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଧୁମାନେ ମାଘ ସପ୍ତମୀ ଉପଲକ୍ଷେ ଖଣ୍ଡଗିରି ମେଳାରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି

 

କଟକ ସିଡ଼ିଏ ସେକ୍ଟର ୧୩ରେ ନିର୍ମାଣଧୀନ ରେଭେନ୍‌ସା ଦ୍ୱିତୀୟ କ୍ୟାମ୍ପସରେ ପଶିଥିବା ହାତୀ

 

କଟକ ସିଡ଼ିଏ ସେକ୍ଟର ୧୩ରେ ନିର୍ମାଣଧୀନ ରେଭେନ୍‌ସା ଦ୍ୱିତୀୟ କ୍ୟାମ୍ପସରେ ପଶିଥିବା ହାତୀକୁ ଏକ ଛାତ ଉପରୁ ଲୋକମାନେ ଦେଖୁଛନ୍ତି

 

ରେଲୱେ ଷ୍ଟେସନରେ ଜଣେ ଯାତ୍ରୀ ଗୋଟେ ହାତରେ ଟ୍ରଲି ବ୍ୟାଗ ଓ ଅନ୍ୟ ହାତରେ କୁନି ଝିଅକୁ ଧରି ଯାଉଛନ୍ତି