ଓଡ଼ିଶା: ଆଜିର ଫଟୋ ( ୧୫ ଅଗଷ୍ଟ, ୨୦୨୪)

ଭୁବନେଶ୍ୱର ପିଏମଜି ସ୍ଥିତ ଗାନ୍ଧୀମାର୍ଗରେ ୭୮ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ

  କଟକ ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ୭୮ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଡେପୁଟି ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ମଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରୁଛନ୍ତି

କଟକ ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ୭୮ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ, ପଦ୍ମଭୂଷଣ ଡ. ପ୍ରତିଭା ରାୟ ଓ ଡ. ପାବକ କାନୁନଗୋଙ୍କୁ ଡେପୁଟି ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ବର୍ଦ୍ଧିତ କରୁଛନ୍ତି

 

 

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡିଅମ ପରିସରରେ ୭୮ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୫ ଫେବୃଆରୀ, ୨୦୨୬ )

ଭୁବନେଶ୍ୱର ଏକାମ୍ର ହାଟରେ ତୋଷାଳୀ ସ୍ୱଦେଶୀ ମେଳା ପ୍ରଚାର ରଥର ଶୁଭାରମ୍ଭ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଲାବଣ୍ୟ ଥିଏଟର ସଂସ୍ଥା ପକ୍ଷରୁ ଲାବଣ୍ୟ…

ଓଡ଼ିଶା: ଆଜିର ଫଟୋ ( ୪ ଫେବୃଆରୀ, ୨୦୨୬ )

ମହାମହିମ ରାଷ୍ଟ୍ରପତି ପୁରୀ ଶ୍ୱେତ ଗଙ୍ଗାରେ ପିଣ୍ଡ ଦାନ ପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଛନ୍ତି       କଟକ ଜେ.ଏନ. ଇନଡୋର୍ ଷ୍ଟାଡିୟମରେ…

ଓଡ଼ିଶା: ଆଜିର ଫଟୋ (୨ ଫେବୃଆରୀ , ୨୦୨୬ )

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରୁଛନ୍ତି ଖଣ୍ଡଗିରି ମେଳାରେ ଲୋକଙ୍କର ଭିଡ଼ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ…

ଓଡ଼ିଶା: ଆଜିର ଫଟୋ ( ୩୦ ଜାନୁଆରୀ, ୨୦୨୬ )

ଗୋପାଳପୁର ବେଳାଭୂମି ମହୋତ୍ସବର ଶେଷ ରଜନୀରେ ନୃତ୍ୟ ପରିବେଷଣ ଭକ୍ତ ସମ୍ମିଳନୀ ପାଇଁ ନିଗମାନନ୍ଦ ଭକ୍ତମାନେ ଶୋଭାଯାତ୍ରାରେ ଯାଉଛନ୍ତି ଶ୍ରୀରାମଚନ୍ଦ୍ର ଭବନରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ…

ଓଡ଼ିଶା: ଆଜିର ଫଟୋ ( ୨୮ ଜାନୁଆରୀ, ୨୦୨୬ )

ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ଵିତୀୟ ରଜନୀରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ସମସ୍ତ ଅତିଥିଙ୍କ ଦ୍ୱାରା ସମୁଦ୍ର ଆଳତୀ         ଭୁବନେଶ୍ୱର ଓ…

ଓଡ଼ିଶା: ଆଜିର ଫଟୋ ( ୨୭ ଜାନୁଆରୀ, ୨୦୨୬ )

ଗୋପାଳପୁର ବେଳା ଭୂମି ମହୋତ୍ସବର ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ       ଭୁବନେଶ୍ୱର PMG ରୋଡରେ କମିଶନରେଟ୍ ଟ୍ରାଫିକ୍ ପୋଲିସ୍ ପକ୍ଷରୁ ହେଲମେଟ୍ ଚେକିଂ…

ଓଡ଼ିଶା: ଆଜିର ଫଟୋ (୨୬ ଜନୁଆରୀ, ୨୦୨୬ )

ରାଜଧାନୀରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପୁରୀ ଇନ୍ଦୋର ଷ୍ଟାଡିୟମ ପରିସରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି

ଓଡ଼ିଶା: ଆଜିର ଫଟୋ ( ୨୪ ଜାନୁଆରୀ, ୨୦୨୬ )

ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଗଣତନ୍ତ୍ର ଦିବସ ପୂର୍ବରୁ ରାଜ୍ୟସ୍ତରୀୟ ପ୍ୟାରେଡ ଅଭ୍ୟାସ       କଟକ ବକ୍ସିବଜାରସ୍ଥିତ ଜେନେରାଲ୍ ପୋଷ୍ଟ ଅଫିସ୍ ପରିସରରେ, ଓଡ଼ିଶା ଫିଲାଟେଲିକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri