ଓଡ଼ିଶା: ଆଜିର ଫଟୋ (ମେ ୧୩, ୨୦୨୧)

ପ୍ରବଳ ବର୍ଷା ମଧ୍ୟରେ ଭୁବନେଶ୍ୱରର ସଚିବାଳୟ ମାର୍ଗ ରାସ୍ତା ର ଦୃଶ୍ୟ

ଚନ୍ଦନ ଯାତ୍ରା ପୂର୍ବରୁ ଭୁବନେଶ୍ୱରର ବିନ୍ଦୁ ସାଗରରେ ସଜାଯାଇଥିବା ଡଙ୍ଗାଗୁଡ଼ିକ ରଖାଯାଇଛି

ଭୁବନେଶ୍ୱରର ନୟାପଲ୍ଲୀ ବଜାରରେ ପନିପରିବା କିଣିବାବେଳେ ଲୋକ ମାନେ ସାମାଜିକ ଦୂରତାକୁ ଭୁଲି ଯାଉଛନ୍ତି

କଟକ ଆକାଶ ରେ ଘନ ମେଘ ଖଣ୍ଡ ଭାସୁଥିବାର ଦୃଶ୍ୟ

ପ୍ରବଳ ବର୍ଷା ମଧ୍ୟରେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଛକ ପାଖ ରାସ୍ତାର ଦୃଶ୍ୟ