ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୧, ୨୦୨୧)

କଟକ ସିଡିଏ ର ନେତାଜୀ ସେତୁରେ ବାଲୁକା କଳାକାର ସିଦ୍ଧାର୍ଥ ବେହେରାଙ୍କ ବାଲୁକା କଳା

ଅଭିନେତ୍ରୀ ଅର୍ଚିତା ସାହୁ ଅନ୍ୟ ଅତିଥିମାନଙ୍କ ସହିତ ଭୁବନେଶ୍ୱରର ସାମନ୍ତରାୟ ପୁର, ଡିଅନ୍ ଅଟୋମୋବାଇଲରେ ଟାଟା ସଫାରିର ନୂଆ ମଡେଲ୍ କାର ଉନ୍ମୋଚନ କରୁଛନ୍ତି