ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୮, ୨୦୨୨)

ରାଜାବଗିଚା ମ୍ୟୁନିସିପାଲିଟି ସିଟି ସରକାରି ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଖେଳ ପଡିଆ ରେ ଜମିରହିଥିବା ବର୍ଷା ଜଳ

 

ଗୁରୁବାର ମେଫେୟାରରେ ମେକ୍ ଇନ୍ ଓଡିଶା ପାଇଁ ଆଇପିକଲ ଏବଂ ଏଫସିସିଆଇ ମଧ୍ୟରେ ଏମଓୟୁ ସାଇନ୍ ସମାରୋହ