ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୪, ୨୦୨୨)

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଠାରେ ଷ୍ଟଫ ୟୁ ୨୦ ଚାମ୍ପିୟନସିପ ୨୦୨୨ ଭାରତୀୟ ଦଳ ପ୍ରେସ ମିଟ

କଟକ ତୁଳସୀପୁର ଯେବିଏସ ଗାର୍ଡେନ ପରିସର ରେ ଆପ ଔର ହଁମ ପକ୍ଷ୍ୟରୁ ଅନୁଷ୍ଠିତ ମହା ରୁଦ୍ରାଭିଷେକ ପୂଜାର୍ଚନା କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ଶ୍ରଦ୍ଧାଳୁ ମାନେ