ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୪, ୨୦୨୧)

ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ଡାଲା ଅଟୋ ପଛରେ ଟ୍ରଲି କୁ ବାନ୍ଧି ରୋଡରେ ନଉଥିବାର ଦୃଶ୍ୟ

ରୋଟାରୀ କ୍ଲୁବ ରେ ଆକଟଇନଏଡ଼ ପକ୍ଷରୁ ଶିଶୁ ଦିବସ ପାଳନ ଅବସରରେ ଉପସ୍ଥିତ ମଞ୍ଚାସିନ ଅତିଥି ଓ ଯୋଗଦେଇଥିବା ଶିଶୁମାନେ