ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୭, ୨୦୨୦)

ରାଜଧାନୀ ପ୍ରଦର୍ଶନୀ ପଡ଼ିଆରେ “ମୃତ୍ତିକା ୨୦୨୦” ଟେରାକୋଟା ପ୍ରଦର୍ଶନୀ

କଟକ ରିଙ୍ଗବନ୍ଧ ରାସ୍ତାରେ ବିକ୍ରି ପାଇଁ ରଖାଯାଇଛି କଣ୍ଢେଇ

କଟକରେ ଶ୍ୟାମା କାଳୀ ମୂର୍ତ୍ତି ଗଢୁଛନ୍ତି ଶିଳ୍ପୀ

କଟକ ବାରବାଟୀ ଷ୍ଟାଡିଅମ ପାର୍ଶ୍ୱରେ ଫୁଲଚାରା କିଣୁଛନ୍ତି ଗ୍ରାହକ