ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୬, ୨୦୨୦ )

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ

 

 

କଟକ ସିଡିଏ ସେକ୍ଟର ୭ରେ ଜୟ ପ୍ରକାଶ ନାରାୟଣ ପାର୍କ ମହାବାତ୍ୟା ଫନି ପର ଠାରୁ ବୁଲା ଗୋରୁଗାଈଙ୍କ ଚରାଭୂଇଁ ପାଲଟିଛି