ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩, ୨୦୨୦)

କଟକ ରିଙ୍ଗବନ୍ଧ ରାସ୍ତାରେ ଶିଶୁକୁ ସାଇକେଲରେ ବସାଇ ନେଉଛନ୍ତି ମହିଳା

କଟକ ଖପୁରିଆ ଛକରେ ସିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର ଓୟୁଏଟି ଫାର୍ମହାଉସରେ କାମକରୁଛନ୍ତି ଶ୍ରମିକ

ବିଏମ୍‌ସି ପକ୍ଷରୁ ଭୁବନେଶ୍ୱର ପାତ୍ରପଡାରେ ବେଆଇନ୍‍ ଘର ଉଚ୍ଛେଦ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୩ ଏପ୍ରିଲ, ୨୦୨୬ )

ଖରାଦାଉରୁ ରକ୍ଷା ପାଇବା ପାଇଁ ମହିଳାମାନେ ମୁହଁରେ କପଡା ବାନ୍ଧି ରାସ୍ତାରେ ଯାଉଛନ୍ତି   ଭୁବନେଶ୍ୱର ସତ୍ୟନଗରରେ ଅବସ୍ଥିତ Catholic Churchରେ ଗୁଡ଼ ଫ୍ରାଇଡେ ପାଳନ ହୋଇଛି…

ଓଡ଼ିଶା: ଆଜିର ଫଟୋ ( ୨ ଏପ୍ରିଲ, ୨୦୨୬ )

ରବିନ୍ଦ୍ର ମଣ୍ଡପରେ ଶ୍ରୀ ମୃଦୁଗୁଞ୍ଜନଙ୍କ ଦ୍ୱାରା ବାର୍ଷିକ ଦିବସ ‘ସପ୍ତରଙ୍ଗ’ ପାଳିତ  ଶ୍ରୀ ନାଟ୍ୟଧାରାଙ୍କ ଦ୍ୱାରା ଭଞ୍ଜକଳା ମଣ୍ଡପରେ ସମ୍ବଲପୁରୀ ନାଟକ ‘ଏନ୍ତା ଏନ୍ତା କଥା’ ପ୍ରଦର୍ଶିତ…

ଓଡ଼ିଶା: ଆଜିର ଫଟୋ ( ୧ ଏପ୍ରିଲ, ୨୦୨୬ )

ପୁରୀ ସାହିଯାତ ଅବସରରେ ମାୟା ରାବଣ ସାହି ପରିକ୍ରମା କରୁଛନ୍ତି       ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ  …

ଓଡ଼ିଶା: ଆଜିର ଫଟୋ ( ୩୧ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱର ଲିଙ୍ଗରାଜ ମହୋତ୍ସବ ଶେଷ ସନ୍ଧ୍ୟାରେ ଆୟୋଜିତ ନୃତ୍ୟ       ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ରଥଖଳାରେ ପହଞ୍ଚିଲା ରୁକୁଣା ରଥ    …

ଓଡ଼ିଶା: ଆଜିର ଫଟୋ ( ୨୯ ମାର୍ଚ୍ଚ, ୨୦୨୬ )

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ଶ୍ରୀ ଲିଙ୍ଗରାଜ ମହୋତ୍ସବର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ     କଟକ ବାଲି ଯାତ୍ରା ଉପର ପଡ଼ିଆରେ ଚାଲିଥିବା କଟକ…

ଓଡ଼ିଶା: ଆଜିର ଫଟୋ (୨୮ ମାର୍ଚ୍ଚ, ୨୦୨୬ )

ଏକମ୍ର ସାଂସ୍କୃତିକ ପ୍ରକାଶନୀ ଶ୍ରୀ ଲିଙ୍ଗରାଜ ମହୋତ୍ସବ ୨୦୨୬ ରେ ଉପସ୍ଥିତ ମଞ୍ଚାସୀନ ଅତିଥିମାନେ

ଓଡ଼ିଶା: ଆଜିର ଫଟୋ ( ୨୭ ମାର୍ଚ୍ଚ, ୨୦୨୬ )

ପୁରୀ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଚିରଟ ଅନୁକୂଳ   ପବିତ୍ର ରାମ ନବମୀରେ ଭୁବନେଶ୍ଵର ରାମ ମନ୍ଦିରରେ ଧାଡି ବାନ୍ଧି ଦର୍ଶନ କରୁଛନ୍ତି ଭକ୍ତ…

ଓଡ଼ିଶା: ଆଜିର ଫଟୋ ( ୨୬ ମାର୍ଚ୍ଚ, ୨୦୨୬ )

ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା       ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ଏବଂ ଜଳବନ୍ଦୀ       👉 Follow Dharitri…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri