ନୂଆପଡ଼ା ଉପନିର୍ବାଚନ : ବାବା କହିଛନ୍ତି ଘାସିରାମ ଜିତିବେ

ନୂଆପଡ଼ା,୧୩।୧୧(ମକାରୁ ବେମାଲ):କାଲି ପ୍ରକାଶ ପାଇବ ନୂଆପଡ଼ା ଉପନିର୍ବାଚନ ଫଳାଫଳ। ଏ ନେଇ କଂଗ୍ରେସ ନେତା ଘାସିରାମ ମାଝୀ ଗଣମାଧ୍ୟମକୁ କହିଛନ୍ତି, ସେ ଜିତିବେ, ସେ ନର୍ଭସ ନାହାନ୍ତି, ସେ ଜିତିବେ ବୋଲି ପୂର୍ଣ୍ଣମାତ୍ରାରେ ଆତ୍ମ ବିଶ୍ୱାସୀ ଅଛନ୍ତି। କାରଣ ସେ କହିଛନ୍ତି ସେ ଲୋକଙ୍କ ପାଇଁ କାମ କରିଛନ୍ତି। ସେ କହିଛନ୍ତି ବାବା କହିଛନ୍ତି ମୁଁ ଜିତିବି।

Dharitri – Odisha’s No.1 Odia Daily

Share